ଆଜିର… କୋରୋନା ହାଲ୍ ଚାଲ୍…

ରାଜ୍ୟର ୨୯ଟି ଜିଲ୍ଲାରୁ ଆଜି୨୪୯୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଫଳତଃ ରାଜ୍ୟରେ ୫୭୧୨୬ରେ ପହଞ୍ଚିଛି ସଂକ୍ରମିତଙ୍କ ସଂଖ୍ୟା।ଆଜିର୨୪୯୬ଙ୍କ ମଧ୍ୟରୁ ୧୫୯୧ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୯୦୫ ଜଣ ସ୍ଥାନୀୟ ବାସିନ୍ଦା ଅଛନ୍ତି ।

ଚିହ୍ନଟଙ୍କ ମଧ୍ୟରେ ଅନୁଗୁଳ-୧୨ଜଣ, ବାଲେଶ୍ୱର-୧୬୫ଜଣ, ବରଗଡ଼-୩୬ଜଣ, ଭଦ୍ରକ- ୧୦୨, ବଲାଙ୍ଗୀର- ୯୨ଜଣ, ବୌଦ୍ଧ- ୧୧୫ଜଣ, କଟକ- ୧୨୮ଜଣ, ଢେଙ୍କାନାଳ-୬୯ଜଣ, ଗଜପତି-୬୮ଜଣ, ଗଞ୍ଜାମ- ୩୨୭ଜଣ, ଜଗତସିଂହପୁର- ୧୪ଜଣ, ଯାଜପୁର-୧୧ଜଣ, ଝାରସୁଗୁଡ଼ା-୧୯ଜଣ, କଳାହାଣ୍ଡି-୪୨ଜଣ, କନ୍ଧମାଳ-୯୮ଜଣ, କେନ୍ଦ୍ରାପଡ଼ା-୧୩ଜଣ, କେନ୍ଦୁଝର-୫୧ଜଣ, ଖୋର୍ଦ୍ଧା- ୩୭୮ଜଣ, କୋରାପୁଟ- ୧୩୩ଜଣ, ମାଲକାନଗିରି-୭୩ଜଣ, ମୟୁରଭଞ୍ଜ-୨୩ଜଣ, ନବରଙ୍ଗପୁର-୧୧ଜଣ, ନୟାଗଡ଼-୪ଜଣ, ନୂଆପଡ଼ା- ୧୬ଜଣ, ପୁରୀ- ୯୩ଜଣ, ରାୟଗଡ଼ା-୧୪୬ଜଣ, ସମ୍ବଲପୁର-୮୧ଜଣ, ସୋନପୁର-୨୦ଜଣ, ସୁନ୍ଦରଗଡ-୧୫୬ଜଣ ଅଛନ୍ତି ।

ମୋଟ୍ ୫୭୧୨୬ ଜଣଙ୍କ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୫୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୯୨୦୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sun Aug 16 , 2020
ଲଘୁଚାପ ପ୍ରଭାବ, ରାଜ୍ୟରେ ଆହୁରି ୨ ଦିନ ବର୍ଷା । ଜଳବନ୍ଦୀରେ ଜୟପୁର ଗାଁ : ବଢୁଛି ନଦୀର ଜଳସ୍ତର, ଚିନ୍ତାରେ ଗ୍ରାମବାସୀ । ବିଭିନ୍ନ ସ୍ଥାନରେ ବର୍ଷା: କାମାକ୍ଷାନଗରରେ ପୋଲ ଭାସିଲା, ମାଲକାନଗିରିରେ ଯୋଗାଯୋଗ ବିଚ୍ଛିନ୍ନ । ପୁରୀରେ ଲଗାଣ ବର୍ଷାରେ ବୁଡ଼ିଲା ବାଇଶି ପାହାଚ, ଗୁମୁଟରେ ଆଣ୍ଠୁଏ ପାଣି । ହୀରାକୁଦ ଜଳଭଣ୍ଡାରରୁ ଖୋଲିଲା ୯ଟି ଗେଟ୍‌ । ପୁରୀରେ ନନ୍ଦିଘୋଷ ରଥ ଖୋଲା ଆରମ୍ଭ, ସରିଲା […]

You May Like

Pin It on Pinterest