ଆସୁଛି ଆଉ ଏକ ଲଘୁଚାପ;୧୮ରୁ ରାଜ୍ୟରେ ପ୍ରବଳ ବର୍ଷା , କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।
ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ପୁଣି ବଦଳିଲା ଶିକ୍ଷାବର୍ଷ ।
ହୀରାକୁଦର ୧୨ ଗେଟ୍ ଖୋଲା, ଜଳସ୍ତର ୬୧୫ ଫୁଟ୍ ।

ମାଲକାନଗିରିରେ ବନ୍ୟା: କାଲିମେଳା-ପଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ, ଚାଷ ଜମି ବ୍ୟାପକ କ୍ଷତି ।
ଫେମ୍-ଫିପଟି’: ଦେଶର ଶ୍ରେଷ୍ଠ ୫୦ ବିଧାୟକଙ୍କ ମଧ୍ୟରେ ଓଡ଼ିଶାରୁ ତାରା-ବବି।
ଡିସେମ୍ବରରେ ହେବ ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ : ପ୍ରସ୍ତୁତି ଆରମ୍ଭ, ବିଶ୍ୱର ବଡ ବଡ ଶିଳ୍ପପତିଙ୍କୁ ଯୋଡିବାକୁ ପ୍ରୟାସ।
ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ସତ୍ୟପାଠ : ପିଜି ଓ ୟୁଜି ପରୀକ୍ଷା ଫଳ ପ୍ରକାଶନ ପାଇଁ ୟୁଜିସି ଗାଇଡଲାଇନକୁ ଉଚ୍ଚଶିକ୍ଷା ବିଭାଗର ବିରୋଧ।
୬୦୦ ଗୁଣ ବଢ଼ିଛି ସୁନା ଦର; ୧୯୪୭ ମସିହାରେ ୧୦ ଗ୍ରାମକୁ ଥିଲା ମାତ୍ର ୮୮ଟଙ୍କା ୬୨ ପଇସା।
ନୂଆ ଦିଲ୍ଲୀ: MSME ଉପରେ ସରକାରଙ୍କ ଆଶା, ୫ ବର୍ଷରେ ସୃଷ୍ଟି କରାଯିବ ୫ କୋଟି ନିଯୁକ୍ତି ସୁଯୋଗ।
ସଂସଦ ଭବନର ସଂଲଗ୍ନ କୋଠାରେ ନିଆଁ, ଘଟଣାସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବିଭାଗର ୫ଟି ଗାଡ଼ି ।
ଫୁସ୍ ଫୁସ୍ କର୍କଟରେ ଆକ୍ରାନ୍ତ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ବିଭିନ୍ନ ପରୀକ୍ଷଣ ପାଇଁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ।
ଆନ୍ଧ୍ର ରାଜଧାନୀ ପାଇଁ ନ୍ୟାୟିକ ଯୁଦ୍ଧ, ଜମି ଛାଡ଼ିଥିବା ଚାଷୀମାନେ ଆଗତ କଲେ ୫୩ ମାମଲା ।
ବରିଷ୍ଠ ଅଭିନେତା ଦିଲ୍ଲୀପ କୁମାରଙ୍କ ଦୁଇ ଭାଇ କରୋନା ଆକ୍ରାନ୍ତ ।

ସାରା ବିଶ୍ୱରେ ୭ ଲକ୍ଷ ୭୨ ହଜାର ୭୫୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି । ୨ କୋଟି ୧୮ ଲକ୍ଷ ୮୧ ହଜାର ୯୨୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ କୋଟି ୪୫ ଲକ୍ଷ ୫୩ ହଜାର୨୦୫ ଜଣ ସୁସ୍ଥ ହୋଇସାରିଛନ୍ତି । କିନ୍ତୁ ଏବେବି ୬୪ ଲକ୍ଷ ୯୧ ହଜାର ୭୨୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଜାତିସଙ୍ଘ ଜଳବାୟୁ ଯୁବ ଉପଦେଷ୍ଟା ଗୋଷ୍ଠୀର ପ୍ରଥମ ବୈଠକ, ଓଡ଼ିଆ ଝିଅ ଅର୍ଚ୍ଚନାଙ୍କ ପ୍ରସ୍ତାବକୁ ମିଳିଲା ସମର୍ଥନ।
ଦୀର୍ଘ ଦିନର ବିବାଦ ପରେ ଭାରତକୁ ଡାକିଲା ନେପାଳ, ବିକାଶ ନେଇ ଆଜି ହେବ ଆଲୋଚନା ।
ଆମେରିକାଠାରୁ ଭାରତରେ ଦୈନିକ ସଂକ୍ରମଣ ଅଧିକ, ମୃତ୍ୟୁସଂଖ୍ୟା ୫୦ ହଜାର ଛୁଇଁବ ।
କରୋନାରେ ଧିମେଇଲା ISROର କାର୍ଯ୍ୟ, ଗଗନୟାନ ଓ ଚନ୍ଦ୍ରୟାନ-୩ ମିସନରେ ହୋଇପାରେ ବିଳମ୍ବ ।
