ରାତି ପାହିଲେ ଗଣେଶ ପୂଜା, କୋଭିଡ-୧୯ କଟକଣା ଲାଗି ନାହିଁ ଉତ୍ସାହ ।
ଆଜି ଠାରୁ +୨ ନାମଲେଖାପାଇଁ ଅନଲାଇନରେ ଆବେଦନ। www.samsodisha.gov.in ମାଧ୍ୟମରେ କମନ୍ ଆପ୍ଲିକେସନ ଫର୍ମ(ସିଏଏଫ୍)ରେ ଆବେଦନ କରିପାରିବେ।
ହାଇକୋର୍ଟଙ୍କ ରାୟ : ନିଶା କାରବାର ରୋକିବାକୁ ‘ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କର ।

ଆଜିଠୁ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରି-ଆଡିସନ୍/ରି-ଚେକିଂ ପାଇଁ ଆବେଦନ ।
ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ : ଫାଷ୍ଟେଷ୍ଟ ମୁଭିଂ ଷ୍ଟେଟ୍ ତାଲିକାରେ ଓଡିଶା । ଅଷ୍ଟମ ସ୍ଥାନରେ ଓଡ଼ିଶା,ମଧ୍ୟମ ବର୍ଗର ସ୍ବଚ୍ଛ ସହରରେ ବ୍ରହ୍ମପୁର ରାଜ୍ୟରେ ନମ୍ବର ଓ୍ବାନ୍ ।
ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ।
ବଢୁଛି ବୈତରଣୀ ନଦୀର ଜଳସ୍ତର, ଚିନ୍ତାରେ ତଳିଆ ଅଂଚଳରେ ଲୋକେ ।
ଆଗକୁ ଆସୁଛି ବଡ଼ ବର୍ଷା,୨୩ରୁ ବଢିବ,୨୪ରେ ପ୍ରବଳ ବର୍ଷା ସମ୍ଭାବନା । ଏଇ ଲଘୁଚାପ ଆଣିପାରେ ବନ୍ୟା।
ଅନଲାଇନ୍ ଶିକ୍ଷାର ଅଜଣା ଦିଗ:୨୭% ବିଦ୍ୟାର୍ଥୀଙ୍କ ଫୋନ୍ ନାହିଁ,୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା।
ଲଘୁଚାପ ବର୍ଷା: ଫୁଲୁଛି ବୈତରଣୀ ନଦୀ, ବିପଦ ସଂକେତ ଟପିଲା ଜଳକା।
ଇସିଏଲଜିଏସରେ ଦିଆଯାଇଛି ଏକ ଲକ୍ଷ କୋଟିରୁ ଅଧିକ ଋଣ; ଚଳିତ ମାସ ସୁଦ୍ଧା ଓଡ଼ିଶାକୁ ମିଳିଛି ୧,୬୧୭.୬୦ କୋଟି ଟଙ୍କା।
ଆରମ୍ଭ ହେଲା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ ।
ଆସାମ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଦ୍ୱାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ପ୍ରାୟ ୨୨ ହଜାର ଛାତ୍ରୀଙ୍କୁ ଆସାମ ସରକାର ଦେବେ ସ୍କୁଟି ।
କରୋନାରେ ସୁସ୍ଥ ଲୋକଙ୍କ ପାଇଁ କୋଲକାତାରେ ଦେଶରେ ପ୍ରଥମ ଡେଡଇକେଟେଡ଼୍ ଆଉଟ୍ପେସେଣ୍ଟ ଡିପାର୍ଟମେଣ୍ଟ (ଓପିଡି) ଆରମ୍ଭ । ବିଶେଷଜ୍ଞଙ୍କ ସୂଚନା ଅନୁସାରେ, କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ଏହାର ପ୍ରଭାବ ଶରୀରରେ ରହୁଛି । ଫଳରେ ଭବିଷ୍ୟତରେ ରୋଗୀଙ୍କର ଶାରୀରିକ ଏବଂ ମାନସିକ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ଲୋକଙ୍କ ଭବିଷ୍ୟତରେ ଯେକୌଣସି ଶାରୀରିକ ବା ମାନସିକ ସମସ୍ୟା ଦେଖାଦେଲେ ତାହାର ଚିକିତ୍ସା କରାଯିବ ।
ଧୋନିଙ୍କୁ ଚିଠି ଲେଖିଲେ ମୋଦୀ ; ଅବସରକୁ ନେଇ ଭାରତୀୟ ନିରାଶ, ଶାନ୍ତ ସ୍ବଭାବ ଯୁବପିଢିଙ୍କ ପାଇଁ ସବୁଠୁଁ ବଡ ଶିକ୍ଷା ।

ବ୍ୟାପକ ଭାବେ ନିଜର ସ୍ପୁଟନିକ-୫ ଟିକା ଉତ୍ପାଦନ ଲାଗି ଭାରତକୁ ବିକଳ୍ପ କରିବ ରୁଷିଆ ।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିମନ୍ତେ ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କଲେ ଜୋ’ ବାଇଡେନ୍ ।
ଚୀନର ୭ ଏୟାର ବେସରେ ବଢ଼ୁଛି ଗତିବିଧି, ଭାରତୀୟ ସେନା ସଜାଗ ।
କରୋନା ଭାଇରସ ମହାମାରୀ ସଂକ୍ରମଣରେ ସମଗ୍ର ବିଶ୍ୱରେ ୭ ଲକ୍ଷ ୯୬ ହଜାର ୨୯୩ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨ କୋଟି ୨୮ ଲକ୍ଷ ୪୭ ହଜାର ୮୨୯ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି କୋଟିଏ ୫୫ ଲକ୍ଷ ୨୯୧ଜଣ । କିନ୍ତୁ ଏବେବି ୬୫ ଲକ୍ଷ ୫୧ ହଜାର ୮୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
