ଆଜିର ଖାସ୍ ଖବର

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ  । ୨୮ ଯାଏ ପ୍ରବଳ ବର୍ଷା , ୧୧ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି । 

ଆସନ୍ତା ୧୦ ବର୍ଷ ମଧ୍ୟରେ ଜେଏସ୍‌ଡବ୍ଲୁ ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ବିନିଯୋଗ କରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଭିଡ଼ିଓ କନଫରେନ୍ସିଂ ଯୋଗେ ଆଲୋଚନା ବେଳେ ଜେଏସ୍‌ଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । 

ହୀରାକୁଦର ୧୮ଟି ଗେଟ୍ ଦେଇ ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଜଳ ନିଷ୍କାସିତ

ଏମବିଏ ଓ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଇନ ମ୍ୟାନେଜମେଣ୍ଟ (ପିଜିଡିଏମ) ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା(ଏଣ୍ଟ୍ରାନ୍ସ)ର ଆବଶ୍ୟକତା ନାହିଁ । 

ବିଶେଷ ନମ୍ବର ପାଇଁ ଆରଟିଓ ନିର୍ଦ୍ଧାରିତ କରାଯାଇ ଥିବା ଫି’ରୁ ଅଧିକ ଫି ନେଇ ପାରିବେ ନାହିଁ:ଆମିକସ୍‌ କ୍ୟୁରି

ମାନସିକ ସ୍ବାସ୍ଥ୍ୟ ଅଧିକାର ସମ୍ପର୍କିତ ଆକ୍ସନ ରିପୋର୍ଟ ଦାଖଲ କରିବା ପାଇଁ ଦେଶର ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିର୍ଦ୍ଦେଶ ।

ମହାରାଷ୍ଟ୍ର: ରାଇଗଡ଼ରେ ଭୁଶୁଡ଼ିଲା ୫ମହଲା କୋଠା,୧୫ ଆହତ, ଫସି ରହିଛନ୍ତି ୯୦

ଖେଳନା ବଜାରରୁ ବିଦା ହେବ ଚୀନ୍‌, ସାରା ବିଶ୍ୱରେ ଦେଖାଯିବ ‘ଏକ ଭାରତ ଶ୍ରେଷ୍ଠ’ ଭାରତର ଛାପ  ।

ଆସାମର ବ୍ରହ୍ମପୁତ୍ର ନଦୀ ଉପରେ ଉଦ୍‌ଘାଟିତ ହେଲା ଦେଶର ଦୀର୍ଘତମ ନଦୀ ରୋପୱେ

ବୈଷ୍ଣୋଦେବୀ ଦର୍ଶନ ଓ ହେଲିକପ୍ଟର ସେବା ଲାଗି କାଲିଠୁ ଅନଲାଇନ ବୁକିଂ ଆରମ୍ଭ

ଗାଡିଚାଳକଙ୍କୁ ଆଶ୍ବସ୍ତି, ଡିସେମ୍ବର ଶେଷ ଯାଏଁ ବଢିଲା ଡିଏଲ୍‌, ଆର୍‌ସିର ଅବଧି

କୋଭିଡ-୧୯ ଯୋଗୁଁ ୮ ଲକ୍ଷ ୧୬ ହଜାର ୫୫୧ ଜଣଙ୍କର ମୃତ୍ୟୁ ହୋଇସାରିଛି । ୨ କୋଟି ୩୮ ଲକ୍ଷ ୧ ହଜାର ୬୭୭ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧ ​​କୋଟି ୬୩ ଲକ୍ଷ ୪୮ ହଜାର ୮୯୭ ଜଣ ସୁସ୍ଥ ହୋଇସାରିଛନ୍ତି, କିନ୍ତୁ ଏବେବି ୬୬ ଲକ୍ଷ ୩୬ ହଜାର ୨୨୯ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପାଣିପାଗ ସତର୍କ ସୁଚନା...

Tue Aug 25 , 2020
ବାସ୍ତବ ବ୍ୟୁରୋ-ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଯେ, ବଙ୍ଗୋପସାଗରର ଉତ୍ତର ଉପକୂଳ ଏବଂ ତତ୍‌ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡିଶାର ବିଭିନ୍ନ ଜିଲ୍ଲାରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, […]

You May Like

Pin It on Pinterest