ଶ୍ରୀମନ୍ଦିର ତିନି ଦ୍ବାରରେ ଲାଗିବ ରୁପା ଚାଦର ।
ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମର ଅନ୍ତିମ ବର୍ଷର ପରୀକ୍ଷା ଆୟୋଜିତ କରିବା ନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଆବେଦନ ଉପରେ ଆଜି ସୁପ୍ରିମ କୋର୍ଟଙ୍କ ଶୁଣାଣି ।
ହୀରାକୁଦ ଡ୍ୟାମ୍ରୁ ୨୪ଟି ଗେଟ ଖୋଲିବା ପରେ ଫୁଲୁଛି ମହାନଦୀ ।
ଆଜିଠୁ ଭୁବନେଶ୍ୱରରେ ୨ୟ ପର୍ଯ୍ୟାୟ ସେରୋ ସର୍ଭେ, ବିଏମ୍ସିର ୨୫ଟି ୱାର୍ଡରୁ ସଂଗ୍ରହ ହେବ ସାମ୍ପଲ ।
ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଭିତରେ ବିଧାନସଭା ମୌସୁମୀ ଅଧିବେଶନ ବସିବ । ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍ ।
ଜେଇଇ ମେନ ଓ ନିଟ୍ ପ୍ରବେଶିକା ପରୀକ୍ଷା ସ୍ଥଗିତ ହେବନି। ଜେଇଇ ମେନ ଓ ନିଟ୍ ପ୍ରବେଶିକା ପରୀକ୍ଷାରେ ପ୍ରତି ସିଫ୍ଟରେ ୮୫ ହଜାର ପରୀକ୍ଷାର୍ଥୀ ।
ଟେକ୍ନୋଲୋଜିକୁ ବ୍ୟବହାର କରି ନାଗରିକଙ୍କୁ ସମୟୋପଯୋଗୀ ଗୁଣାତ୍ମକ ମାନର ସେବା ଯୋଗାଇ ଦେଉଥିବାରୁ ଓଡ଼ିଶା ସରକାର ସମ୍ମାନଜନକ ଟେକ୍ ସଭା ଆୱାର୍ଡରେ ପୁରସ୍କୃତ ହୋଇଛନ୍ତି ।
ଲଗାଣ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ସୁବର୍ଣ୍ଣରେଖା, ପାଣିଘେରରେ ବାଲିଆପାଳର ୧୦ଟି ଗାଁ ।
ଆସନ୍ତା ଅକ୍ଟୋବର ମାସକୁ ଘୁଞ୍ଚିଲା ଖଣି ନିଲାମ ।
ସାରା ବିଶ୍ୱରେ ୮ ଲକ୍ଷ ୩୪ ହଜାର ୭୭୬ ଜଣଙ୍କର କରୋନା ଜୀବନ ନେଇସାରିଛି । ଏପର୍ଯ୍ୟନ୍ତ ୨ କୋଟି ୪୬ ଲକ୍ଷ ୫ ହଜାର ୩୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏଥିରୁ କୋଟିଏ ୭୦ ଲକ୍ଷ ୭୬ ହଜାର ୫୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୬ ଲକ୍ଷ ୯୪ ହଜାର ୬୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।
ଆସନ୍ତା ସେପ୍ଟେମ୍ବର ମାସରେ ଆସିବ ଭ୍ୟାକ୍ସିନ୍,ରୁଷ୍ ପ୍ରସ୍ତୁତ କରୁଛି ୨ୟ କରୋନା ଟିକା ।




