ଆସନ୍ତାକାଲିଠାରୁ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଭାରତ ବାୟୋଟେକ୍ ଓ କାଉନସିଲ ଫର ମେଡିକାଲ ରିସର୍ଚ (ଆଇସିଏମ୍ଆର)ର ମିଳିତ ସହଯୋଗରେ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ହେଉଥିବା କୋଭିକ୍ସିନ୍ ଟିକାର ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ ସମ୍ରେ ।
ହୀରାକୁଦକୁ ପ୍ରବେଶ କରୁଥିବା ଜଳ ପରିମାଣ କମିଛି । ୩୬ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସିତ ।

୨୦ ଜିଲ୍ଲା ବନ୍ୟାରେ ପ୍ରଭାବିତ : ଚାଲିଛି ଉଦ୍ଧାର କାର୍ଯ୍ୟ, ଏବେବି ପାଣି ଘେରରେ ୩୪୦ ଗାଁ ।
ମହାନଦୀର ମହାରୂପ : କାୟା ମେଲାଉଛି, ମୁଣ୍ଡୁଳି ଦେଇ ଆସୁଛି ୧୦ ଲକ୍ଷ ଘନଫୁଟରୁ ଅଧିକ ଜଳ।
ଆଜି ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅନୁଧ୍ୟାନ ପରେ କରିବେ ସ୍ଥିତିର ସମୀକ୍ଷା।
ୟୁଜି, ପିଜି ଶେଷ ସେମିଷ୍ଟର ପରୀକ୍ଷା ନିଷ୍ପତ୍ତି ଆଜି: ସାମିଲ ହେବେ ୧୧ ବିଶ୍ୱବିଦ୍ୟାଳୟ କୁଳପତି, ୩୫ କଲେଜ ଅଧ୍ୟକ୍ଷ।
ବିଧାୟକଙ୍କୁ ନବୀନଙ୍କ ଉଦବୋଧନ:ଜେଇଇ-ନିଟ୍ ପରୀକ୍ଷାର୍ଥୀଙ୍କୁ ସହଯୋଗ କର, ବିପଦରେ ଲୋକଙ୍କ ସାଥୀରେ ରୁହ।
ବିଳମ୍ବିତ ରାତ୍ରିରେ ଶ୍ରୀମନ୍ଦିରରେ ମହାସ୍ନାନ, ଭୋର ୪ଟା ଶେଷ ହେଲା ସଂଧ୍ୟାଧୂପ।
ଜେଇଇ ନିଟ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା । ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା, ପ୍ରତିକେନ୍ଦ୍ରକୁ ଜଗିବେ ସ୍ୱତନ୍ତ୍ର କୋଭିଡ ନୀରିକ୍ଷକ, ଭିଡ ନିୟନ୍ତ୍ରଣ କରିବ ପୁଲି୍ସ ଫୋର୍ସ ।
ଆଜି ଏମ୍ସରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।
ଅନ୍ଲାଇନ୍ ଚେସ୍ ଅଲିମ୍ପିଆଡ୍: ଭାରତ-ରୁଷ ଯୁଗ୍ମ ବିଜେତା ।
ଚୀନକୁ ସମୁଦ୍ରରେ ଟକ୍କର ଦେବାକୁ ଭାରତର ପ୍ରସ୍ତୁତି, ୫୫,୦୦୦ କୋଟି ଟଙ୍କାରେ ୬ ବୁଡାଜାହାଜ କିଣିବା ପାଇଁ ଆରମ୍ଭ ହେବ ବିଡିଂ।
କୋଭିଡ୍-୧୯ ସମେତ ଅନ୍ୟାନ୍ୟ ଭୂତାଣୁ ଏବଂ ବ୍ୟାକ୍ଟେରିଆ, ବିଷାକ୍ତକଣିକା ଭଳି ବାୟୁବାହିତ ଅଣୁଜୀବ ଠାବ ଓ ବିଶ୍ଳେଷଣ କରିବାକୁ ମେସିନ୍ ବାହାର କଲା ରୁଷ୍ ।
