ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଅନଲାଇନ୍ରେ ଆରମ୍ଭ ହେଲା ୫ ଦିନିଆ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ।
କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳକୁ ନେଇ ଯେଉଁ ପରୀକ୍ଷାର୍ଥୀଙ୍କର କୌଣସି ପ୍ରକାର ଦ୍ୱନ୍ଦ୍ୱ ଥିବ ସେମାନେ ଖାତା ପୁନଃଯାଞ୍ଚ ପାଇଁ ଆସନ୍ତା ୧୧ ତାରିଖ ପରେ ଆବେଦନ କରିପାରିବେ।
ଓପିଜିସିରେ ହପର୍ ଭୁଶୁଡ଼ି ୪ ଗୁରୁତର, ୬୬୦ ମେଗାୱାଟ୍ର ପାୱାର୍ପ୍ଲାଣ୍ଟ୍ ଅଚଳ ।

ଆଜି ଦେଶର କରୋନା ମିଟର ୪୧,୧୩,୮୧୧ରେ ପହଞ୍ଚିଛି । ଏହା ମଧ୍ୟରୁ ୮୬୨୩୨୦ ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ମୃତ୍ୟୁସଂଖ୍ୟା ୭୦,୬୨୬ ରହିଛି । ତେବେ ମୋଟ ଆରୋଗ୍ୟ ସଂଖ୍ୟା ୩୧୮୦୮୬୫ ରେ ପହଞ୍ଚିଛି ।
କରୋନା ମହାମାରୀ ଥିବା ଯାଏଁ ଟ୍ରେନର ଏସି କୋଚରେ ଯାତ୍ରୀଙ୍କୁ ମିଳିବନି କମ୍ବଳ-ବେଡସିଟ ।
ପାକିସ୍ତାନର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ: ଜଣେ ଯବାନ ଶହିଦ, ୨ ଜଣ ଆହତ ।
ଡିସେମ୍ବର ୧୫ ଠାରୁ ଭାରତୀୟ ରେଳବାଇ କମ୍ପ୍ୟୁଟର୍ଭିତ୍ତିକ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବ ।
ସେପ୍ଟେମ୍ବର ୧୭ ପରେ ‘ପିତୃପକ୍ଷ’ ଶେଷ ହେବାପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ:ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ୍ର ସାଧାରଣ ସମ୍ପାଦକ ଚମ୍ପତ ରାୟ ।
ବିଶ୍ୱରେ ୨ କୋଟି ୭୦ ଲକ୍ଷ ୪୭ ହଜାର ୬୩ ଜଣ ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବା ବେଳେ ୮ ଲକ୍ଷ ୮୩ ହଜାର ୧୦ ଜଣଙ୍କର ମୃତ୍ୟୁ ହୋଇଛି । କୋଟିଏ ୯୧ ଲକ୍ଷ ୪୭ ହଜାର ୭୯୫ ଜଣ ସୁସ୍ଥ ହୋଇଥିବା ବେଳେ ୭୦ ଲକ୍ଷ ୧୬ ହଜାର ୨୫୮ ଜଣ ଲୋକ ସକ୍ରିୟ ଅଛନ୍ତି ।
ଅରୁଣାଚଳ ପ୍ରଦେଶର ୫ ଜଣଙ୍କୁ ଅପହରଣ କଲା ଡ୍ରାଗନ ସେନା ।
ଏକ ବିରାଟ ଉଲ୍କାପିଣ୍ଡ ପୃଥିବୀର କକ୍ଷପଥ ଦେଇ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ତେବେ ଏହା ଭୂପୃଷ୍ଠରେ ପତିତ ହେବନାହିଁ ବୋଲି ନାସା ସ୍ପଷ୍ଟ କରିଛି ।
