ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ୧୨ ଜିଲ୍ଲାରେ ପ୍ରବଳ ବର୍ଷା ।
ଲଘୁଚାପ ଜନିତ ବର୍ଷା ଯୋଗୁଁ ବିପଦ ସଂକେତ ଟପିଲା ଜଳକା ନଦୀ ।

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ପାଇଁ ମନୋନୀତ ।
ଅଭିନେତା ସବ୍ୟସାଚୀ ମିଶ୍ର ପାଇବେ ମହାତ୍ମା ଗାନ୍ଧୀ ସେବା ସମ୍ମାନ ।
ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲା, ଆଜି ଟ୍ରିବ୍ୟୁନାଲରେ ଶୁଣାଣି ।
୨ କୋଟି ଯାଏଁ ରୁଣ ଉପରେ ସୁଧ ଛାଡ କରିବାକୁ କେନ୍ଦ୍ରର ନିଷ୍ପତି; ସୁପ୍ରିମକୋର୍ଟରେ ଦାଖଲ କଲେ ସତ୍ୟପାଠ ।
ଭାରତରେ ୬୪,୭୩,୫୪୪ ଜଣ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୫୪୨୭୭୦୬ ଜଣ ସୁସ୍ଥ ହୋଇଛନ୍ତି । ବାକି ୧୦୦୮୪୨ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୪୪୯୯୬ ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଟଳ ଟନେଲକୁ ଉଦଘାଟନ କରିଛନ୍ତି । ବାଜପେୟୀଙ୍କର ୧୪ ବର୍ଷର ସ୍ୱପ୍ନ ପୂରା ହେବା ସହିତ ଭାରତର ଏହି ଭୂତଳ ଅସ୍ତ୍ର ତଥା ଲେହ-ମନାଲୀ ରୋହତାଙ୍ଗ ଅଟଳ ଟନେଲ କର୍ଯ୍ୟକ୍ଷମ ହେବ । ଏଣିକି ପାଗ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ ।
ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏସ୍ପି, ଡିଏସ୍ପି, ଇନ୍ସପେକ୍ଟର ସମେତ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଶୁକ୍ରବାର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
