୩୭୦ ଉଚ୍ଛେଦ ପରେ ଆମେରିକା ର ବଡ ବୟାନ

ଭାରତ ସରକାର ରେ ଧାରା ୩୭୦ ଉଚ୍ଛେଦ କରିଦେଇ ଜାମ୍ମୁ କାଶ୍ମୀର ରାଜ୍ୟ କୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ଓ ଲଦାଖ କୁ ବିଭାଜିତ କରିବାର ଫଇସଲା ନେବା ପରେ, ସାରା ବିଶ୍ୱ ର କୌଣସି ଦେଶ କିଛି ବି ଟିପ୍ପଣୀ ଦେଇନଥିବା ବେଳେ ଆଜି ଆମେରିକା ତରଫ ରୁ କାଶ୍ମୀର ର ଧାରା ୩୭୦ ଉଚ୍ଛେଦ ଉପରେ ପ୍ରଥମ କରି ବିଦେଶୀ ମତ ଆସିଛି.


ଭାରତ ସରକାର ରେ ଧାରା ୩୭୦ ଉଚ୍ଛେଦ କରିଦେଇ ଜାମ୍ମୁ କାଶ୍ମୀର ରାଜ୍ୟ କୁ ଦୁଇଟି କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା ଓ ଲଦାଖ କୁ ବିଭାଜିତ କରିବାର ଫଇସଲା ନେବା ପରେ, ସାରା ବିଶ୍ୱ ର କୌଣସି ଦେଶ କିଛି ବି ଟିପ୍ପଣୀ ଦେଇନଥିବା ବେଳେ ଆଜି ଆମେରିକା ତରଫ ରୁ କାଶ୍ମୀର ର ଧାରା ୩୭୦ ଉଚ୍ଛେଦ ଉପରେ ପ୍ରଥମ କରି ବିଦେଶୀ ମତ ଆସିଛି. ଆମେରିକା, ଭରାତ ର ଏହି ଫଇସିଲା ଉପରେ ନଜର ରଖିଛି ବୋଲି କହିଛି. କିନ୍ତୁ ମୁଖ୍ୟ କଥା ଏହି କି ଯେ ଆମେରିକା ତରଫ ରୁ ଦିଆଯାଇଥିବା ଟିପ୍ପଣୀ ରେ ପାକିସ୍ତାନ ର ନାଁ ବି ଉଲ୍ଲେଖ କରି ନାହିଁ . ସୋମବାର ଭାରତ ସରକାର ଦ୍ୱାରା ଅନୁଚ୍ଛେଦ ୩୭୦ କୁ ହଟା ଯିବା ପରେ ଜାମ୍ମୁ କାଶ୍ମୀର ର ଘଟଣା କ୍ରମ ଉପରେ ଆମେରିକା ନଜର ରଖିଛି ଏବଂ ସବୁ ପକ୍ଷ ରୁ ନିୟନ୍ତ୍ରଣ ରେଖା (ଏଲଓସି) ରେ ଶାନ୍ତି ଓ ସ୍ଥିରତା ବନାଇ ରଖିବା କୁ ଅନୁରୋଧ କରିଛି. ଆମେରିକା ର ବୈଦେଶିକ ମନ୍ତ୍ରାଳୟ ର ପ୍ରବକ୍ତା ମୋରଗଂ ୟର୍ଟ୍ଗୁସ ପାକିସ୍ତାନ ର ନାଁ ନ ନେଇ ପିଟିଆଇ ଭାଷା ରେ କହିଛନ୍ତି ଯେ ନିୟନ୍ତ୍ରଣ ରେଖା ରେ ଉଭୟ ପକ୍ଷ ତରଫ ରୁ ଶାନ୍ତି ବନାଇ ରଖିବା ପାଇଁ କହିଛନ୍ତି.ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ର ଜାମ୍ମୁ କାଶ୍ମୀର ରେ ଧାରା ୩୭୦ ର ସପକ୍ଷ ରେ ବା ବିପକ୍ଷ ରେ ପଦକ୍ଷପ ନେବା ଆଭନ୍ତରୀଣ ମାମଲା .

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କମିବାରେ ଲାଗିଛି ପେଟ୍ରୋଲ ଦର

Tue Aug 6 , 2019
ଅନ୍ତରାଷ୍ଟ୍ରୀୟ ବଜ଼ାର ରେ ଆଷୋଦ୍ଧିତ ତୈଳ ର ଦାମ ଅଳ୍ପ ବଡ଼ି ଥିଲେ ମଧ୍ୟ ମଙ୍ଗଳବାର ସୁଦ୍ଧା ୬ ଦିନ ରେ ପହଞ୍ଚିଛି ପେଟ୍ରୋଲ ଦାମ ଶସ୍ତା ହେଉଥିବାବେଳେ ଦିଜେଲ ର ଦାମ ସେ ପରି ସ୍ଥିର ରହିଛି. ସୋମବାରକୁ ପେଟ୍ରୋଲ ଦର ଲିଟର ପିଛା ୧୫ ପଇସା କମିଥିବା ବେଳେ , ଡିଜେଲ ଦର ରେ କୌଣସି ପରିବର୍ତ୍ତନ ହୋଇନାହିଁ. ଦିଲ୍ଲୀ ରେ ଆଜି ସକାଳେ ପେଟ୍ରୋଲ ଲିଟର […]

You May Like

Pin It on Pinterest