
ଜନ୍ମଦିନର ଶୁଭେଚ୍ଛା , ଇଣ୍ଡିଆ ଟିମ ପୂର୍ବତନ କ୍ରିକେଟର ସୁରେଶ ରାଇନା ଙ୍କ ଆଜି ଜନ୍ମଦିନ,ଭାରତୀୟ କ୍ରିକେଟ କୁ ତାଙ୍କର ଅବଦାନ ବହୁତ ରହିଛି। ODI ଏବଂ ଟି -୨୦ କ୍ରିକେଟରେ ସୁରେଶ ରାଇନା ନିଜର ପରିଚୟ ସୃଷ୍ଟି କରିଥିଲେ। ରାଇନାଙ୍କ ଜନ୍ମଦିନ ଆଜି ଏବଂ ତାଙ୍କୁ 34 ବର୍ଷ ବୟସ ହୋଇଛି। ୨୭ ନଭେମ୍ବର ୧୯୮୬ ରେ ଗାଜିଆବାଦରେ ଜନ୍ମଗ୍ରହଣ କରିଥିବା ରାଇନା ଭାରତ ପାଇଁ ୨୨୬ ଟି ODI, ୭୮ ଟି -୨୦ ଏବଂ ୧୮ ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ରାଇନା ୬ ଶତକ ଏବଂ ୪୮ ଅର୍ଦ୍ଧଶତକ ହାସଲ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ ODI ରେ ୫୬୧୫ , ଟି -୨୦ ରେ ୧୬୦୫ ଏବଂ ଟେଷ୍ଟରେ ୭୬୮ ସ୍କୋର କରିଥିଲେ। ଆମେ ସୁରେଶ ଙ୍କ ଉତ୍ତରତର ଉନ୍ନତି କାମନା କରୁଛୁ |