ଆଜିର ଖାସ୍ ଖବର

୧-ବୁର୍ଲା ଭିଏସଏସୟୁଟିରେ ରାଗିଂ ଘଟଣା: ୧୦ ଛାତ୍ର ବର୍ଷେ ପାଇଁ ପରୀକ୍ଷାରୁ ବାଦ୍, ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଜରିମାନା।

୨-ଏଥର ହେବନି କଲେଜ ଛାତ୍ର ସଂସଦ ନିର୍ବାଚନ, ମନୋନୀତି ହେବେ ଛାତ୍ର ପ୍ରତିନିଧି।

୩-ଜେଲ ଯିବେ ଚିଦାମ୍ୱରମ , ଅଗଷ୍ଟ 26 ପର୍ଯ୍ୟନ୍ତ ରିମାଣ୍ଡ ମଞ୍ଜୁରୀ କଲେ କୋର୍ଟ।

୪-‘କାଳିଆ’ରେ ୨ ଲକ୍ଷ ୬୬ ଅଯୋଗ୍ୟ ହିତାଧିକାରୀ।

୫-ଫୁଲବାଣୀ ମେଡିକାଲ ଅଚାନକ ଗସ୍ତ କଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କର୍ମଚାରୀ ହେଲେ ତାଜୁବ୍ ।ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଡ. ସାମନ୍ତ।

୬-ଖୁବଶୀଘ୍ର ସ୍ଥାନାନ୍ତର ହେବ ଚିଲିକାରେ ଫସି ରହିଥିବା ମାଲେସିଆ ଜାହାଜ, ଜିଲ୍ଲା ପ୍ରଶାସନ କରିଛି ବିଭିନ୍ନ ବିଭାଗ ସହ ଯୋଗାଯୋଗ।

୭-ମୋବାଇଲରେ ଏବେ ଲୋକଙ୍କ ଅଭିଯୋଗ ଶୁଣିବ ଗଞ୍ଜାମ ଜିଲ୍ଲା ପ୍ରାଶାସନ, ତୁରନ୍ତ ପଦକ୍ଷେପର ପ୍ରତିଶ୍ରୁତି।

୮-ପୁରୀ ମନ୍ଦିରର ନୂଆ ପ୍ରଶାସକ ଭାବେ ଦାୟିତ୍ବ ନେଲେ କ୍ରିଷନ କୁମାର, କହିଲେ ଶ୍ରୀମନ୍ଦିର ଉନ୍ନତିକୁ ଦିଆଯିବ ଗୁରୁତ୍ବ।

୯-ଜଷ୍ଟିସ ବି ପି ଦାସ ହେଲେ OHRC ଅଧ୍ୟକ୍ଷ, ଆଇନ ବିଭାଗ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ।

୧୦-ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ କରିବ ଏବିଭିପି।

୧୧-ଘଟଗାଁ: ଦୁର୍ଘଟଣାରେ ଶାବକ ସମେତ ୩ ହାତୀ ମୃତ। ଐରାବତ ବସ ଜବତ୍ ଓ ଚାଳକ ଗିରଫ।

୧୨-6.3 ଲକ୍ଷ ଲୋକଙ୍କୁ ଉପହାର ଦେଲା EPFO, ଏବେ ଏକା ଥରେ କାଢି ପାରିବେ ସମସ୍ତ ଜମା ରାଶି।

୧୩-ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି, ବ୍ୟାନ୍ ହେବ ନାହିଁ ପେଟ୍ରୋଲ-ଡିଜେଲ୍ କାର।

    
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୋଉ....

Fri Aug 23 , 2019
Bou is not a word. It’s an Emotion! ❤️ ବୋଉ: ଏକ ଭାବନା ମା’ ଶବ୍ଦର ଅନେକ ପ୍ରତିଶବ୍ଦ ଅଛି | ପୂର୍ବ ପଶ୍ଚିମ ଆଉ ଉତ୍ତର ଭାରତୀୟ ଭାଷାଗୁଡିକରେ ପ୍ରାୟତଃ ଡାକନ୍ତି ମା, ମାମା, ଅମ୍ମୀ ଆଉ ଦକ୍ଷିଣ ଭାରତରେ ଆମ୍ମା | ଟିକିଏ ଇଂରାଜୀ ପବନ ବାଜିଲେ ପୁଣି ଡକାହୁଏ ମମି, ମମ୍, ମାମା | ପୁଣି ଗେହ୍ଲାରେ କିଏ ଡାକେ ମିମି କି […]

You May Like

Pin It on Pinterest