କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଆକ୍ରା‌ନ୍ତ …

ବାସ୍ତବବ୍ୟୁରୋ: କୋଣାର୍କ ବସ୍‌ଷ୍ଟାଣ୍ଡ ନିକଟରେ ଥିବା, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ କୋଣାର୍କ ସରକାରୀ ଉଚ୍ଚ ବିଦ୍ୟାଳୟର ୪ ଜଣ କରୋନା ଆକ୍ରା‌ନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଶିକ୍ଷକ, ଜଣେ ରୋଷେୟା ଓ ଦୁଇ ଜଣ ଛାତ୍ରଛାତ୍ରୀ ଅଛନ୍ତି।

ଖବର ଅନୁଯାଇ ,ସ୍କୁଲ ଖୋଲିବା ପୂର୍ବଦିନ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ କୋଭିଡ଼ ପରୀକ୍ଷା କରାଯାଇଥିଲା। ପରୀକ୍ଷା ବେଳେ ଜଣେ ଶିକ୍ଷକ ଓ ରୋଷେୟା କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ଏହି ଶିକ୍ଷକ ଓ ରୋଷେୟା ଗୃହ ସଂଗରୋଧରେ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଟିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ପରବର୍ତ୍ତୀ ଡୋଜ୍ କେବେ...?

Sun Jan 17 , 2021
ଟିକା ଗ୍ରହଣ କରିଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ପରବର୍ତ୍ତୀ ଡୋଜ୍ କେବେ… ବାସ୍ତବବ୍ୟୁରୋ:ଶନିବାର ଦିନ କରୋନା ଟୀକାକରଣର ପ୍ରଥମ ଦିନରେ ଦେଶରେ ପ୍ରାୟ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯାଇଛି। ଟୀକାକରଣ ପରେ, ଏହି ସମସ୍ତ କର୍ମଚାରୀଙ୍କ ପଞ୍ଜୀକୃତ ଫୋନରେ କୋଭିନ ୱେବସାଇଟ୍ ମାଧ୍ୟମରେ ଏକ ବାର୍ତ୍ତା ଗ୍ରହଣ କରାଯିବ, ଯାହା ପରବର୍ତ୍ତୀ ଡୋଜର ସମୟ ଏବଂ ସ୍ଥାନ ଦର୍ଶାଇବ | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ […]

You May Like

Pin It on Pinterest