ଆଜିର ଖାସ୍ ଖବର….

୧-ଆଜି ଠାରୁ ଓଡ଼ିଆ ଭାଷାରେ ୩୧୭ଟି ରେଳ ଷ୍ଟେସନରେ ମିଳିବ ରେଳ ଟିକେଟ।

୨-ନୂଆ ଦିଲ୍ଲୀ: ଓ୍ବାଲଡ ୟୁଥ କନ୍‌ଫରେନ୍‌ସ ଅନ୍‌ କାଇଣ୍ଡନେସରେ ଯୋଗ ଦେଲେ ସାଂସଦ ଡ. ଅଚ୍ୟୁତ ସାମନ୍ତ, କହିଲେ କାଇଣ୍ଡ ଇଣ୍ଡିଆ ହେଲେ ସାଇନିଂ ଇଣ୍ଡିଆ ସମ୍ଭବ।

୩-ଶ୍ରୀକ୍ଷେତ୍ରର ଶ୍ରୀ ବୃଦ୍ଧି ପାଇଁ ୫୦୦ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

୪-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ, ଆସନ୍ତା ୩୬ ଘଣ୍ଟା ଛେଚିବ।

୫-ବିଧାନସଭା ନିର୍ବାଚନର ADR Report: ୪୫ ଜଣ ବିଧାୟକ ୫୦ ପ୍ରତିଶତରୁ ଅଧିକ ଭୋଟ ପାଇଛନ୍ତି, ଏଥିରେ ବିଜେଡିର ଅଛନ୍ତି ୪୪ ଜଣ।୫୦ ପ୍ରତିଶତରୁ କମ ଭୋଟ ପାଇ ବିଜୟୀ ହୋଇଛନ୍ତି ୧୦୧ ଜଣ ବିଧାୟକ ।

୬-‘ଅଯୋଗ୍ୟ କାଳିଆ ହିତାଧିକାରୀ ବାଛିଥିବା ଅଧିକାରୀଙ୍କଠାରୁ ଅର୍ଥ ଆଦାୟ କରାଯାଉ’: ବିଜେପି

୭-ଛାତ୍ର ସଂସଦ ନିର୍ବାଚନ ବାତିଲ ପରେ ସାରା ରାଜ୍ୟରେ ଛାତ୍ର ଅଶାନ୍ତି।

୮-ବ୍ୟାଙ୍କ ଗୁଡିକୁ 70 ହଜାର କୋଟି ଦେବେ ସରକାର, ଆର୍ଥିକ ବଜାରରେ ହେବ 5 ଲକ୍ଷ କୋଟି ଟଙ୍କାର କ୍ଯାସ ଫ୍ଲୋ।

୯-ତାମିଲନାଡୁରେ ଓ କେରଳରେ ହାଇ ଆଲର୍ଟ, ପଶି ଆସିଛନ୍ତି ୬ ଲସ୍କର ଆତଙ୍କବାଦୀ।

୧୦-ବ୍ୟାଡମିଣ୍ଟନ ଓ୍ବାଲଡ ଚାମ୍ପିୟନସିପ: ସେମିଫାଇନାଲରେ ସିନ୍ଧୁ ଏବଂ ପ୍ରଣୀତ, ପଦକ ପକ୍କା।

୧୧-ଫ୍ରାନ୍ସରେ ଥିବା ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା କଲେ ମୋଦି, କହିଲେ ବିଜେପି ସରକାରରେ ପ୍ରିୟାପ୍ରୀତି ତୋଷଣ ବନ୍ଦ ।

     
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆର ପାରିରେ ଅରୁଣ...

Sat Aug 24 , 2019
ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତା ଅରୁଣ ଜେଟଲୀଙ୍କର ଆଜି ଚିକିସ୍ଥାଧିନ ଅବସ୍ତାରେ ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୬୭ ବୟସ ହୋଇଥିଲା | ଗତ କିଛି ଦିନରୁ ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲା ଏବଂ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ | ଚିକିତ୍ସିତ ହେଉଥିବା ସମୟରେ ଗୃହମନ୍ତ୍ରୀ ଅମିତ ସାହା,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ସମେତ ବହୁ ମାନ୍ୟଗଣ୍ୟ ନେତା ତାଙ୍କ […]

You May Like

Pin It on Pinterest