ଶକ୍ତିଶାଳୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବେ,ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି…

photo:social media

ବାସ୍ତବବ୍ୟୁରୋ: ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବେ,ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି | ସେ ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ, ଓଡିଶା ଗର୍ବ ପ୍ରଥମ ଓଡ଼ିଆ | ସେ ଏବେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡ୍ ର ମୁଖ୍ୟ ଅଛନ୍ତି ।

ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତିଙ୍କ ଘର,ଜୟବାଡା,ଜଗତସିଂହପୁର, ଶ୍ରୀ ମହାନ୍ତିଙ୍କ ପ୍ରାଥମିକ ଶିକ୍ଷା ବଗସାହି ୟୁପି ସ୍କୂଲ ରୁ ଆରମ୍ଭ ହୋଇଥିଲା ।ପରେ ସେ ଡେରାଡୁନର ଆରଆଇଏମସିରୁ ସେନା ଟ୍ରେନିଂ ଶେଷ କରିଥିଲେ ଏବଂ ଏନଡିଏରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ । ସେ ଜାନୁଆରୀ ୩୧ରେ ଏସ କେ ସାଇନିଙ୍କଠାରୁ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁହଁର ପୁରୁଣା ଦାଗକୁ ନେଇ ଚିନ୍ତାରେ ଅଛନ୍ତି ?ଆପଣାନ୍ତୁ କିଛି ଘରୋଇ ଉପଚାର ....

Tue Jan 19 , 2021
ବାସ୍ତବବ୍ୟୁରୋ: ଆମେ ସମସ୍ତଙ୍କ ସାମ୍ନାରେ ବହୁତ ସୁନ୍ଦର ଦେଖାଯିବା ପାଇଁ କଣ ନ’କରୁ | ଶସ୍ତା ଠାରୁ ମହଙ୍ଗା କ୍ରିମ୍ ପର୍ଯ୍ୟନ୍ତ | ସାଙ୍ଗ ସାଥୀଙ୍କ ଠାରୁ ବିଭିନ୍ନ ପ୍ରକାରର ପଦ୍ଧତିର ମରାମର୍ଶ ସହ ସୋସିଆଲ ମିଡ଼ିଆ ର ବିଉଟି ଟିପ୍ସ, ଯାହାହେଉ ପଛେ ଆମେ ସମସ୍ତଙ୍କ ସାମ୍ନାରେ ବହୁତ ସୁନ୍ଦର ଦେଖାଯିବା ନିହାତି ଦରକାର ଠିକ କହିଲିନ | ସେହି ସମୟରେ, ବେଳେବେଳେ ଆମେ ସୁନ୍ଦର ଦେଖାଯାଉ ଏବଂ […]

You May Like

Pin It on Pinterest