ଆମେରିକାର ବିଦାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଙ୍କ ବିଦାୟ ଭାଷଣ

ଆମେରିକାର ବିଦାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିଦାୟ ଭାଷଣରେ ପୁଣି ଥରେ କ୍ୟାପିଟାଲ ବିଲଡିଂରେ ହୋଇଥିବା ହିଂସାକୁ ଆମେରିକାର ମୂଲ୍ୟବୋଧ ବିରୁଦ୍ଧରେ ବୋଲି କହିଛନ୍ତି।

ବାସ୍ତବବ୍ୟୁରୋ:ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ କ୍ୟାପିଟାଲ ବିଲଡିଂରେ ହୋଇଥିବା ହିଂସା ଯୋଗୁଁ ପ୍ରତ୍ୟେକ ଆମେରିକୀୟଙ୍କ ମନରେ ଭୟ ସୃଷ୍ଟି ହୋଇଛି । ରାଜ ନୈତିକ ହିଂସା ହେଉଛି ସମସ୍ତ ମୂଲ୍ୟବୋଧ ଉପରେ ଆକ୍ରମଣ। ଏହାକୁ କଦାପି ବରଦାସ୍ତ କରାଯାଇପାରିବ ନାହିଁ | ବର୍ତ୍ତମାନ ଆମକୁ ପୂର୍ବ ଅପେକ୍ଷା ଅଧିକ ଏକଜୁଟ ଓ ଶକ୍ତିଶାଳୀ ହେବାକୁ ପଡିବ।

ବିଦାୟ ଅଭିଭାଷଣରେ ଟ୍ରମ୍ପ କହିଛନ୍ତି ଯେ ଆମେ ଚୀନ୍ ଉପରେ ଏକ ଐତିହାସିକ ବାଣିଜ୍ୟ ଟିକସ ଲଗାଇଛୁ ଏବଂ ଏହା ସହ ଅନେକ ନୂତନ ଚୁକ୍ତି କରିଛୁ। ଆମର ବଣିକ ନୀତି ଦ୍ରୁତ ଗତିରେ ବଦଳିଗଲା, ଯେଉଁଥିପାଇଁ ଆମେରିକା କୋଟି କୋଟି ଟଙ୍କା ର ଲାଭ ପାଇପାରିଛି |କିନ୍ତୁ କରୋନା ଭାଇରସ ଆମକୁ ଅନ୍ୟ ଦିଗରେ ବହୁ କ୍ଷତି କରାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ,ଜୋ ବିଡେନ...

Wed Jan 20 , 2021
ଆଜି ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ,ଜୋ ବିଡେନବିଶ୍ୱର ଅନ୍ୟତମ ବୃହତ୍ତମ ଶକ୍ତି ମଧ୍ୟରୁ ଆମେରିକା ବୁଧବାର ଦିନ ରିପବ୍ଲିକାନ୍ସ ହାତରୁ କ୍ଷମତା ଡେମୋକ୍ରାଟ୍ସ ନିକଟକୁ ଆସିବ । ମନୋନୀତ ରାଷ୍ଟ୍ରପତି ଜୋ ବିଡେନ ବୁଧବାର ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବେ। ଏ ଥିପାଇଁ ଦୃଢ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆମେରିକାର ଇତିହାସରେ ପ୍ରଥମ ଥର ପାଇଁ ଜଣେ ରାଷ୍ଟ୍ରପତିଙ୍କ […]

You May Like

Pin It on Pinterest