
୧-ଗଣପର୍ବ ନୂଆଖାଇ ପାଇଁ ନୀତି ନିର୍ଘଣ୍ଟ, ସେପ୍ଟେମ୍ବର ୩ ସକାଳ ୧୦ଟା ୫ରେ ଲାଗିହେବ ନବାନ୍ନ।
୨-ପୁରୀ: ଶ୍ରୀ ମନ୍ଦିର ପରେ ସମୁଦ୍ର କୂଳରେ ଜବରଦଖଲ ଉଚ୍ଛେଦ ଆରମ୍ଭ କଲା ପ୍ରଶାସନ।
୩-ଶ୍ରୀ ମନ୍ଦିରର ଶ୍ରୀବୃଦ୍ଧି ଯୋଜନା: ଶ୍ରୀକ୍ଷେତ୍ରର ଧାର୍ମିକ, ସାଂସ୍କୃତିକ ଐତିହ୍ୟ ଓ ପରାମ୍ପରାକୁ ଦୃଷ୍ଟିରେ ରଖାଯାଉ : ଗଜପତି ମହାରାଜ।
୪-ଜଳ ପରିଚାଳନା କ୍ଷେତ୍ରରେ ନିତି ଆୟୋଗ ରିପୋର୍ଟ, ଚତୁର୍ଦ୍ଧଶ ସ୍ଥାନରେ ଓଡ଼ିଶା।
୫-୨୮ରେ ଆଉ ଏକ ଲଘୁଚାପ।ଆଜି ୯ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।
୬-ଗଣେଶ ପୂଜାରୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ।
୭-5-T କାର୍ଯ୍ୟକାରୀ କରିବାକୁ ପ୍ରତି ସହରର ଓ୍ୱାର୍ଡରେ ରହିବେ ଓ୍ୱାର୍ଡ ଅଫିସର: କେଁ ବାହାର କରି ବର୍ଷିଲେ ବିରୋଧୀ।
୮-UAEର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ ଜାୟେଦର’ ରେ ସମ୍ମାନିତ ହେଲେ ପିଏମ ମୋଦୀ।
୯-ଅନ୍ତିମ ଯାତ୍ରାରେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ ( ୧୯୫୨-୨୦୧୯)।ଆଜି ହେବ ଶେଷକୃତ୍ୟ ସଂପନ୍ନ।
୧୦-ବିରୋଧୀଙ୍କୁ କାଶ୍ମୀର ମନା। ରାହୁଲଙ୍କ ସମେତ ୧୨ ନେତାଙ୍କୁ ଫେରାଇ ଦିଆଗଲା।


