ଆଜିର ଖାସ୍ ଖବର…

୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।

୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ।

୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ।

୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ।

୫-ପାଣିରେ ବୁଡି ୪ ବର୍ଷରେ ମଲେଣି ୨୧୩୫ ଜଣ।

୬-ନିଆଳି:ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଜୀବନ, ନର୍ସିଂହୋମରେ ଭଙ୍ଗାରୁଜା।

୭-ଭୁବନେଶ୍ୱର:ଦବିଲା ପାଣ୍ଡରା -ସପ୍ତସତୀ ଫ୍ଲାଏଓଭର, ଗାଡ଼ି ଚଳାଚଳ ହେଲା ବନ୍ଦ।ସାତ ଦିନରେ ତଦନ୍ତ ସାରିବ NHAI।

୮-କିଟ୍ ଓ କିସ୍ ପରିଦର୍ଶନରେ ଶ୍ରୀଲଙ୍କା ଉଚ୍ଚାୟୁକ୍ତ ଅଷ୍ଟିନ୍‌ ଫର୍ଣ୍ଣାଣ୍ଡୋ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳ ହେବାର ମନ୍ତ୍ର।

୯-ଚାରି ରାଜ୍ୟର 4ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ।
ଆସନ୍ତା ସେପ୍ଟେମ୍ୱର 23 ହେବ ତାରିଖରେ ଉପନିର୍ବାଚନ ।

୧୦-୩୭୦ ଉଚ୍ଛେଦ ପରେ ଇତିହାସ ହେଲା ଜାମ୍ମୁ-କାଶ୍ମୀରର ପତାକା, ଏବେ ସଚିବାଳୟରେ ଉଡ଼ିଲା ତ୍ରିରଙ୍ଗା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Mon Aug 26 , 2019
୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ। ୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍‌ମିଣ୍ଟନ୍‌ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ। […]

You May Like

Pin It on Pinterest