
୧-ଇତିହାସ ରଚିଲେ ସିନ୍ଧୁ, ପ୍ରଥମ ଭାରତୀୟ ଭାବେ ବିଶ୍ଵ ଚମ୍ପିଆନସିପରେ ଜିତିଲେ ସ୍ଵର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ।
୨-ଏଣିକି ପିଲାଙ୍କ ହାତରେ ଶିକ୍ଷକଙ୍କ ଭାଗ୍ୟ ! ଜଗିବେ, ରିପୋର୍ଟ କାର୍ଡ଼ ପ୍ରସ୍ତୁତ କରିବେ ନବମ, ଦଶମ ଓ ଯୁକ୍ତ ଦୁଇ ଛାତ୍ରଛାତ୍ରୀ।
୩-ରାଜଧାନୀରେ ଆତଙ୍କ, ଚଳନ୍ତା ଅଟୋରେ ଫୁଟିଲା ବୋମା।ଅଟୋ ଚାଳକ ଗୁରୁତର ଭାବେ ଆହତ।
୪-ଓଡ଼ିଶାର ପ୍ରମୋଦଙ୍କ ସ୍ୱର୍ଣ୍ଣିମ ରେକର୍ଡ: ବିଶ୍ୱ ପାରା ବ୍ୟାଡ୍ମିଣ୍ଟନ୍ ସିଙ୍ଗଲ୍ସରେ ଜିତିଲେ ସ୍ୱର୍ଣ୍ଣ।
୫-ପାଣିରେ ବୁଡି ୪ ବର୍ଷରେ ମଲେଣି ୨୧୩୫ ଜଣ।
୬-ନିଆଳି:ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ଜୀବନ, ନର୍ସିଂହୋମରେ ଭଙ୍ଗାରୁଜା।
୭-ଭୁବନେଶ୍ୱର:ଦବିଲା ପାଣ୍ଡରା -ସପ୍ତସତୀ ଫ୍ଲାଏଓଭର, ଗାଡ଼ି ଚଳାଚଳ ହେଲା ବନ୍ଦ।ସାତ ଦିନରେ ତଦନ୍ତ ସାରିବ NHAI।
୮-କିଟ୍ ଓ କିସ୍ ପରିଦର୍ଶନରେ ଶ୍ରୀଲଙ୍କା ଉଚ୍ଚାୟୁକ୍ତ ଅଷ୍ଟିନ୍ ଫର୍ଣ୍ଣାଣ୍ଡୋ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳ ହେବାର ମନ୍ତ୍ର।
୯-ଚାରି ରାଜ୍ୟର 4ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ ଆୟୋଗ।
ଆସନ୍ତା ସେପ୍ଟେମ୍ୱର 23 ହେବ ତାରିଖରେ ଉପନିର୍ବାଚନ ।
୧୦-୩୭୦ ଉଚ୍ଛେଦ ପରେ ଇତିହାସ ହେଲା ଜାମ୍ମୁ-କାଶ୍ମୀରର ପତାକା, ଏବେ ସଚିବାଳୟରେ ଉଡ଼ିଲା ତ୍ରିରଙ୍ଗା।