ଆସନ୍ତା କାଲି (ଫ୍ରେବୁୟାରୀ ୧୨ ତାରିଖ) ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ…

ବାସ୍ତବବ୍ୟୁରୋ:ଫ୍ରେବୁୟାରୀ ୧୨ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ସମୟସୀମା ,ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୃଦ୍ଧି କରାଯାଇଛି।ପୂର୍ବରୁ ଶେଷ ତାରିଖ ଫ୍ରେବୁୟାରୀ ୧୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା।

ଏହି ସମୟସୀମା ଭିତରେ ବହୁ ଛାତ୍ରଛାତ୍ରୀ ଫର୍ମପୂରଣ କରି ପାରି ନଥିବାର ଅଭିଯୋଗ ହେବାପରେ, ଫର୍ମପୂରଣ ସମୟସୀମା ଦୁଇଦିନ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।ବୋର୍ଡର ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରୁ ସୂଚନାନୁଯାୟୀ,ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଫର୍ମ ୧୨ ତାରିଖ ମଧ୍ୟରାତ୍ରୀ ଭିତରେ ଦାଖଲ କରି ପାରିବେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

'ଜାକୋ ରାଖେ ସାଇୟାନ୍, ମାର ସକେ ନ କୋଇ' ତିନି ଦିନ ପରେ ୮୦ ଫୁଟ ଗଭୀର କୂଅରୁ ବାଳକ ଉଦ୍ଧାର

Thu Feb 11 , 2021
ବାସ୍ତବବ୍ୟୁରୋ:ୟୁପି: ୮୦ ଫୁଟ ଗଭୀର କୂଅରୁ ନଅ ବର୍ଷର ବାଳକ ତିନି ଦିନ ପରେ ଜୀବନ୍ତ ଉଦ୍ଧାର ହେବାପରେ ଭୟଙ୍କର ସତ୍ୟ ପଦାକୁ ଆସିଲା | କୁହାଯାଏ ଯେ ‘ଜାକୋ ରାଖେ ସାଇୟାନ୍, ମାର ସକେ ନ କୋଇ ‘ | ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଏହି କଥା ସତ୍ୟ ପ୍ରମାଣିତ ହୋଇଛି। ଏଠାରେ ଏକ ନଅ ବର୍ଷର ବାଳକକୁ ୮୦ ଫୁଟ ଗଭୀର କୂଅରେ ଫିଙ୍ଗି ଦିଆଯାଇଥିଲା […]

You May Like

Pin It on Pinterest