ଆଜିର ଖାସ୍ ଖବର…

୧-ଏଣିକି ପରୀକ୍ଷା ସରିବାର ୪୫ ଦିନ ଭିତରେ ବାହାରିବ ରେଜଲ୍ଟ: ଉଚ୍ଚ ଶିକ୍ଷା ମନ୍ତ୍ରୀ।

୨-ଜାମ୍ମୁ କାଶ୍ମୀର ବିକାଶ ଖସଡ଼ା: ତିନି ମାସ ମଧ୍ୟରେ ନିଯୁକ୍ତି ପାଇବେ ୫୦ହଜାର।

୩-ଝାରସୁଗୁଡ଼ା:ଅଭାବୀ ଯୁବକ ଶଶିକାନ୍ତ ଶର୍ମାଙ୍କ ସଫଳ କାହାଣୀ, ସିଙ୍ଗଡ଼ା ବିକାଳିରୁ ହେଲେ ଚାର୍ଟାଡ ଆକାଉଣ୍ଟାଣ୍ଟ ।

୪-ଭୁବନେଶ୍ୱର ପରେ ଦବିଲା କଟକ କାଠଯୋଡ଼ି ପୋଲ, ଗାଡି ଚଳାଚଳ ବନ୍ଦ।

୫-ନୂଆଖାଇକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୧ରେ ଆଗୁଆ ଦରମା ଦେବାକୁ ସରକାରଙ୍କ ନିର୍ଦ୍ଦେଶ।

୬-ପୁରୀ: ଆଜି ଭଙ୍ଗା ଯିବ ଏମାର ମଠ।ମହନ୍ତଙ୍କୁ ନୋଟିସ, ମିଳିପାରେ ଗୁପ୍ତ ଧନ।

୭-ଦେଶର ଦ୍ଵିତୀୟ ରେଳ ଷ୍ଟେସନ ଭାବେ ସମ୍ଵଲପରୁ ରେଳ ଷ୍ଟେସନ ‘ନୋ ପ୍ଲାଷ୍ଟିକ ଜୋନ’ ଘୋଷଣା।

୮-କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଚିଠି, ୨,୧୨୩ କୋଟିର ବକେୟା ସବ୍‌ସିଡି ରାଶି ଦାବି କଲେ ନବୀନ।

୯-ନୁଆ ୭୫ଟି ମେଡିକାଲ କଲେଜ, ଆଖୁ ଚାଷୀଙ୍କୁ ସବସିଡି… ମୋଦୀ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି।ମେଡିକାଲ କଲେଜ ଆଗାମୀ ୩ ବର୍ଷର ଭିତରେ ଖୋଲାଯିବ।ବଢ଼ିବ ୧୫,୭୦୦ ଏମ୍‌ବିବିଏସ୍‌ ସିଟ୍‌।

୧୦-କୃଷି ପାଇଁ ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏଥିରେ
ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ପାଇଁ
ଦିଆଯିବ ଗୁରୁତ୍ୱ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର ।

Fri Aug 30 , 2019
୧-ବିଜୁପଟ୍ଟନାୟକ କ୍ରୀଡା ପୁରସ୍କାର: କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ କୁ ମିଳିଲା ଶ୍ରେଷ୍ଠ କ୍ରୀଡା ପ୍ରତିଷ୍ଠାନ ପୁରସ୍କାର। ୨-ନୂଆଦିଲ୍ଲୀ : ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ। ୩-ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ; ପୂର୍ବରୁ ମିଳିଥିଲା ୫୨୨ ରୂପା ଇଟା, ଏବେ ୬ଟି ଗୁପ୍ତ ଭୂତଳ କୋଠରୀ ଠାବ। ୪-ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ […]

You May Like

Pin It on Pinterest