ଆଜିର ଖାସ୍ ଖବର ।

୧-ବିଜୁପଟ୍ଟନାୟକ କ୍ରୀଡା ପୁରସ୍କାର: କ୍ରୀଡ଼ାର ପ୍ରୋତ୍ସାହନ ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ କିଟ୍ କୁ ମିଳିଲା ଶ୍ରେଷ୍ଠ କ୍ରୀଡା ପ୍ରତିଷ୍ଠାନ ପୁରସ୍କାର।

୨-ନୂଆଦିଲ୍ଲୀ : ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ।

୩-ପୁଣି ଚର୍ଚ୍ଚାରେ ପୁରୀ ଏମ୍‌ଆର ମଠ; ପୂର୍ବରୁ ମିଳିଥିଲା ୫୨୨ ରୂପା ଇଟା, ଏବେ ୬ଟି ଗୁପ୍ତ ଭୂତଳ କୋଠରୀ ଠାବ।

୪-ଜଙ୍ଗଲ ସୃଷ୍ଟି ପାଇଁ ଓଡ଼ିଶାକୁ କେନ୍ଦ୍ର ଦେଲା ୫ ହଜାର ୯୩୩ .୯୮ କୋଟି।

୫-ଆସନ୍ତା ୪ଦିନ ଧରି ବର୍ଷା ଲାଗି ରହିବ: ପାଣିପାଗ ବିଭାଗ

୬-ଟ୍ରାଫିକଠୁ 200 ମିଟର ଦୂରରେ ରହିବ ବସ୍, ଅଗ୍ନି ନିର୍ବାପକ ଯନ୍ତ୍ର ନ ଥିଲେ ପରମିଟ୍ ବାତିଲ।

୭-ନୂଆଦିଲ୍ଲୀ:ସରକାରଙ୍କୁ ଟାସ୍କ ଫୋର୍ସ ର ପ୍ରସ୍ତାବ: ବାର୍ଷିକ ୫ଲକ୍ଷ ଟଙ୍କା ଯାଏଁ ଆୟ ଉପରେ କୋୖଣସି ଆୟକର ନାହିଁ।

୮-ଆଶୀର୍ବାଦ ବେହେରାଙ୍କ ବିରୋଧରେ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କଲା ସିବିଆଇ।

୯-RBI ଜାରି କଲା ବାର୍ଷିକ ରିପୋର୍ଟ, ଜରୁରୀକାଳୀନ କୋଷରେ ରହିଛି 1,96,344 କୋଟି।

୧୦-ସବୁ ରେକର୍ଡ ଭାଙ୍ଗିଲା ସୁନା,ରୂପା ଦର।ସୁନା ଭରି ୪୦,୪୨୦ଟଙ୍କା ଓ ରୂପା କିଲୋ ଛୁଇଁଲା ୫୦,୦୦୦ ଟଙ୍କା।

୧୧-ଦୀପା ମଲିକଙ୍କ ସହ 32 ଜଣ ଖେଳାଳିଙ୍କୁ ମିଳିଲା ଖେଳ ପୁରସ୍କାର, ରାଷ୍ଟ୍ରପତି କୋବିନ୍ଦ କଲେ ସାମ୍ମାନିତ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ଚାର୍ଜ ଏବେ ଇଛାଧିନ ।

Fri Aug 30 , 2019
ରାଜଧାନୀ ଏକ୍ସପ୍ରେସ ରେ ଯାତ୍ରା ସମୟରେ ଏବେ କ୍ୟାଟେରିଙ୍ଗ ସେବା କୁ ଇଛାଧିନ ଭାବେ ରେଳବାଇ ପକ୍ଷରୁ ଅନୁଶୀଳନ କରାଯାଉଅଛି I ସେପ୍ଟେମ୍ବର ମାସ ପହିଲା ଠାରୁ ଏହି ଟ୍ରେନ ରେ ଯାତ୍ରା କରିବା ପାଇଁ କ୍ରୟ କରାଯାଉଥିବା ଟିକେଟରେ ଏଣିକି କ୍ୟାଟେରିଙ୍ଗ ସେବାକୁ ଯାତ୍ରୀମାନେ ଇଛାଧିନ ଭାବେ ବାଛି ପାରିବେ I ପୁରୀ-ହାଓଡ଼ା ଶତାବ୍ଦୀ ଏବଂ ଭୁବନେଶ୍ୱର-ନୂଆ ଦିଲ୍ଲୀ ଦୁରନ୍ତ ଏକ୍ସପ୍ରେସ ମାନଙ୍କରେ ପୂର୍ବରୁ କ୍ୟାଟେରିଙ୍ଗ ସେବାକୁ ଇଛାଧିନ […]

You May Like

Pin It on Pinterest