ମେ’ ୨୩ତାରିଖ ରବିବାର ଓଡ଼ିଶା ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା…

Photo: social media

ବାସ୍ତବବ୍ୟୁରୋ: (ଭୁବନେଶ୍ୱର)ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ,ଓଡ଼ିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମେ’ ୨୩ତାରିଖ ରବିବାର ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ୫ଟି ଜୋନରେ ହେବ। ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର ଓ ବ୍ରହ୍ମପୁରରେ ଏହି ପରୀକ୍ଷା ସେଣ୍ଟର ହେବ।

ଏହା ଦୁଇଟି ସିଟିଂରେ ୨ଘଣ୍ଟା ଲେଖାଏଁ ହେବ। ଜେନେରାଲ ଷ୍ଟଡିଜ ପେପର-୧ ସକାଳ ୧୦ଟାରୁ ୧୨ଟା ଓ ଜେନେରାଲ ଷ୍ଟଡିଜ ପେପର-୨ ପରୀକ୍ଷା ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟରୁ www.opsc.gov.in ରୁ ପରୀକ୍ଷାର୍ଥୀମାନେ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ସଂକ୍ରମଣ ରୋକିବାରେ ଆଷ୍ଟ୍ରାଜେନେକା ଟିକା ୭୯ % ଫଳପ୍ରଦ

Tue Mar 23 , 2021
କରୋନା ସଂକ୍ରମଣ ରୋକିବାରେ ଆଷ୍ଟ୍ରାଜେନେକା ଟିକା ୭୯ % ଫଳପ୍ରଦ ବାସ୍ତବବ୍ୟୁରୋ:ଯୁକ୍ତରାଷ୍ଟ୍ରରେ,କରୋନା ଟିକା ଆଷ୍ଟ୍ରା ଜେନେକା ର ତୃତୀୟ ପରୀକ୍ଷା ୭୯ ପ୍ରତିଶତ ପର୍ଯ୍ୟନ୍ତ ସଫଳ ହୋଇଛି। ତେଣୁ ବ୍ରିଟେନର ପରୀକ୍ଷା ଫଳାଫଳ ତୁଳନାରେ ଏହା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ | ଏଥି ସହିତ, ଆଭ୍ୟନ୍ତରୀଣ ତଥ୍ୟ ଅନୁଯାୟୀ, ଏହି ଟିକା ୬୫ ବର୍ଷରୁ ଅଧିକ ଲୋକଙ୍କ ପାଇଁ ଶତପ୍ରତିଶତ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି | […]

You May Like

Pin It on Pinterest