ଆଜିର ଖାସ୍ ଖବର

୧-ଆକ୍ସନ ମୁଡରେ ମୁଖ୍ୟମନ୍ତ୍ରୀ, ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରୀରୁ କଲେ ବହିଷ୍କାର।

୨-ସେପ୍ଟେମ୍ବର ୧୫ ଯାଏଁ ବଢ଼ିଲା ରେସନ କାର୍ଡ- ଆଧାର ସଂଯୋଗ।୧୦ ଯାଏଁ ଚାଷୀ ପଞ୍ଜିକରଣ।

୩-ବରିଷ୍ଠ ଓଏଏସସ୍ତରରେ ୧୭ ଜଣ ଓ କନିଷ୍ଠ ଓଏଏସ ସ୍ତରରେ ୩୮ଜଣ ଅଫିସରଙ୍କ ବଦଳି ।

୪-କଳାଧନକାରୀଙ୍କ ଉପରେ ପ୍ରହାର, ଆଜି ସ୍ଵିସ୍ ବ୍ୟାଙ୍କ କରିବ ବଡ଼ ଖୁଲାସା, ଭାରତକୁ ଦେବ ଜମାକାରୀଙ୍କ ତାଲିକା।

୫-ଆଜି ଠାରୁ ନୂଆ ଟ୍ରାଫିକ୍ ନିୟମ ଲାଗୁ, ଏଣିକି ଗାଡି ଚଳାଇଲା ବେଳେ ମୋବାଇଲ ବ୍ୟବହାର କଲେ ଗଣିବେ ୧୦ହଜାର।

୬-ରାଷ୍ଟ୍ରାୟତ ବ୍ୟାଙ୍କ ସମ୍ମିଶ୍ରଣ: ଓଡ଼ିଶାରେ ୧୦୦ ଶାଖା ଓ ୪୦୦ ATM ହେବ ବନ୍ଦ।

୭-ତିନି ଆଇପିଏସ ଅଧିକାରୀ ସତ୍ୟଜିତ ମହାନ୍ତି, ମନୋଜ କୁମାର ଛାବ୍ରା ଓ ସୁରେନ୍ଦ୍ର ପନୱାରଙ୍କୁ ମିଳିଲା ଡିଜି ପାହ୍ୟା।

୮-୪ର୍ଥ ଦିନରେ ଶ୍ରୀମନ୍ଦିର ଚତୁପାର୍ଶ୍ୱରୁ ଉଚ୍ଛେଦ ପ୍ରକ୍ରିୟା, ଏବେବି ଏମାର ମଠରୁ ବାହାରୁନାହାନ୍ତି ମହନ୍ତ। ଦୁଇ ଦିନ ( ସେପ୍ଟେମ୍ବର ୧ ଓ ୨ ତାରିଖ ) ପାଇଁ ବନ୍ଦ ରହିବ ଉଚ୍ଛେଦ କାମ।

୯-ଦୁଇ ଦିନର କସରତ ପରେ ତେଲ ନିଷ୍କାସନ ଆରମ୍ଭ, ପ୍ରଥମ ଦିନରେ ମାଲେସିଆ ଜାହାଜରୁ କଢାଗଲା ୯ହଜାର ଲିଟର।

୧୦-ଆସାମ NRC ଚୂଡାନ୍ତ ତାଲିକା: ବାଦ୍ ପଡିଲେ ୧୯ଲକ୍ଷରୁ ଅଧିକ।

୧୧-ଉତ୍ତର ବଙ୍ଗୋପସାଗର ଲଘୁଚାପ ସୃଷ୍ଟି, ଆଜି ଠାରୁ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ହେବ ପ୍ରବଳ ବର୍ଷା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନେତାଙ୍କ କାନରେ '୫-ଟି' ମନ୍ତ୍ର ଫୁଙ୍କିଲେ ବିଜେଡି ସୁପ୍ରିମୋ

Mon Sep 2 , 2019
ବାସ୍ତବ ବ୍ୟୁରୋ : ପ୍ରତି ଘରେ ଘରେ ପହଞ୍ଚିବା ପାଇଁ,ଇଡ୍କୋଲ ଅଡିଟୋରିଅମରେ ଅନୁଷ୍ଠିତ ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକରେ ସଭ୍ୟ ସଂଗ୍ରହ ଅଭିଯାନରେ ନେତା ଠାରୁ କର୍ମୀ ପର୍ଯ୍ୟନ୍ତ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି | ଦଳର ତୃଣମୂଳ ସ୍ତରର କାର୍ଯ୍ୟକର୍ତାମାନଙ୍କୁ ସାଥିରେ ନେଇ ଓଡ଼ିଶାରେ ପ୍ରତି ଘରେ ନେତାମାନେ ଦଳର ବାର୍ତ୍ତା ନିହାତି ପହଞ୍ଚାଇବା ଦରକାର | ନବୀନ […]

You May Like

Pin It on Pinterest