ବାସ୍ତବବ୍ୟୁରୋ:ଗ୍ରୀଷ୍ମ ଅବକାଶ ପର୍ଯ୍ୟନ୍ତ ସକାଳ ୭ଟା ୩୦ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ଅଦାଲତ,ଏହା ଏପ୍ରିଲ ୫ ତାରିଖରୁ ରାଜ୍ୟର ସମସ୍ତ ନିମ୍ନ ଅଦାଲତ (ସବ୍ଅର୍ଡିନେଟ୍ କୋର୍ଟ) ସକାଳୁଆ ହେବ।ଏ ନେଇ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲା ଓ ଦୌରା ଜଜ୍ଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ସକାଳ ୭ଟା ୩୦ରେ କୋର୍ଟ ବସିବ ଓ ଦିନ ୧୦ଟାରୁ ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ବିରତି ରହିବ। ହେଲେ ଏହି ସକାଳୁଆ ବ୍ୟବସ୍ଥାରୁ ଭୁବନେଶ୍ବର, ବ୍ରହ୍ମପୁର, ଛତ୍ରପୁର, କୋରାପୁଟ ସଦର ଓ ପୁରୀ ସଦରକୁ ବାଦ ଦିଆଯାଇଛି।
Next Post
ଜାଣିଛନ୍ତି କି ? ଏପ୍ରିଲ୍ ୧ ରୁ ୧୦ ଟି ନିୟମ ଆପଣଙ୍କ ପକେଟକୁ ପ୍ରଭାବିତ କରିବ ...
Wed Mar 31 , 2021
ବାସ୍ତବବ୍ୟୁରୋ:ନୂତନ ଆର୍ଥିକ ବର୍ଷ ଏପ୍ରିଲ ୧ ,୨୦୨୧ ରୁ ଆରମ୍ଭ ହେବାକୁ ଯାଉଛି। ଏହି ଦିନଠାରୁ ଅନେକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯେତେବେଳେ କି କିଛି ପରିବର୍ତ୍ତନ ହେବାକୁ ଯାଉଛି | ନୂତନ ମଜୁରୀ ସଂକେତର କାର୍ଯ୍ୟକାରିତା ବ୍ୟତୀତ ବାର୍ଷିକ ୨ .୫ ଲକ୍ଷରୁ ଅଧିକ ଟଙ୍କାର ପି ଏଫ ଜମା ଉପରେ ମିଳିଥିବା ସୁଧ ଟ୍ୟାକ୍ସ ଜାଲରେ ଆସିବ | ବ୍ୟବସାୟୀଙ୍କ ପାଇଁ ଇ-ଇନଭଏସ୍ ଆବଶ୍ୟକ […]

You May Like
-
5 years ago
ଆଜିର ଖାସ୍ ଖବର
-
4 years ago
ଆସିକା କଇଁଫୁଲିଆ ବନ୍ଧ ସୌନ୍ଦର୍ଯ୍ୟକରଣର ଶିଳାନ୍ୟାସ…