ଆଜିର ଖାସ୍ ଖବର..

୧-ସବୁ ଶିକ୍ଷାନୁଷ୍ଠାନରେ ବ୍ଯାନ ହେଲା ପ୍ଲାଷ୍ଟିକ, ୟୁଜିସି ଜାରି କଲା ଗାଇଡଲାଇନ୍।

୨-ଟ୍ରାଫିକ ଛାଟର ପ୍ରଥମ ଦିନ,ଗଣିଲେ ୨.୧୩ ଲକ୍ଷର ତଣ୍ଡ।ଚେକିଂ କଡାକଡି କଲା କମିଶନରେଟ ପୋଲିସ।

୩ପୁରୀ ରଘୁନନ୍ଦନ ପାଠାଗାର ପାଇଁ ୫ କୋଟି ଟଙ୍କା ମଞ୍ଜୁର, ଏମାର ମଠର ଜମିରେ ହେବ ପାଠାଗାର।

୪-ଝାରପଡା ଜେଲରେ ଅପରାଧିଙ୍କୁ ନେଇ ପରେଡ଼୍ କରାଇଲେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ।

୫-ନ୍ୟୁଜ ପେପର ଅନ ହ୍ଵିଲ୍, ଏଣିକି ମୋ ବସରେ ଫ୍ରିରେ ମିଳିବ ଖବର କାଗଜ।

୬-ସୋର: ଶାଢ଼ୀ ଦୋକାନରେ ଶାଢ଼ୀ ପିନ୍ଧି କଳାକନା ବୁଲାଇଦେଲେ ଡକାୟତ।

୭-ସାପ ଧରାଳୀଙ୍କୁ ପ୍ରୋତ୍ସାହିତ କଲେ ରାଜ୍ୟ ସରକାର, ଗୋଟିଏ ସାପ ଧରିଲେ ମିଳିବ ୧୦୦ଟଙ୍କା।

୮-ପାଞ୍ଚ ରାଜ୍ୟରେ ନୂଆ ରାଜ୍ୟପାଳ,ଆରିଫ ମହମ୍ମଦ ଖାନ୍ ଙ୍କୁ କେରଳ ଦାୟିତ୍ଵ।

୯-ରାଜସ୍ଥାନ:ଚାକିରିର ଶେଷ ଦିନରେ ସ୍ତ୍ରୀଙ୍କୁ ହେଲିକପ୍ଟରରେ ଉଡ଼ାଇଲେ ଶିକ୍ଷକ।

୧୦-ଚନ୍ଦ୍ରର ଆହୁରି ନିକଟତର ହେଲା ଚନ୍ଦ୍ରଯାନ-2, ଭୂପୃଷ୍ଠରୁ ମାତ୍ର 100 କିମି ଦୂରରେ।

      

      
      
      
      
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Tue Sep 3 , 2019
୧-ଟ୍ରାଫିକ ଛାଟର ପ୍ରଭାବ:୭ ଦିନରେ ୧୦ ହଜାର ଲାଇସେନ୍ସ ଆବେଦନ। ୨-ଚାରିମାସ ମଧ୍ୟରେ ୯ ଲକ୍ଷ ବଜ୍ରପାତ, ଗଲାଣି ୧୨୯ ଜୀବନ।୧୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ୩-ଆଜି ନୂଆଁଖାଇ, ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି। ୪-ପୁରୀ କ୍ଷତିଗ୍ରସ୍ତଙ୍କ ଥଇଥାନ: ସ୍ଥାନାନ୍ତରିତ ପରିବାରକୁ ପରିବହନ ଖର୍ଚ୍ଚ ପାଇଁ ତୁରନ୍ତ ୫୦ ହଜାର ଟଙ୍କା, ସର୍ତ୍ତ ବି ରଖିଲେ ସରକାର। ଆଜି ଭଙ୍ଗା ଯିବ ବଡ଼ […]

You May Like

Pin It on Pinterest