
୧-ସୁପ୍ରିମକୋର୍ଟରେ ପହଞ୍ଚିଲା ମଠ ଉଚ୍ଛେଦ ମାମଲା, ରହିତାଦେଶ ପାଇଁ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଲେ ମଠ ମହନ୍ତ।
୨-ମାନ୍ଦାବସ୍ଥାର ମହାପ୍ରଭାବ: ଉତ୍ପାଦନ ବନ୍ଦ କଲା ମାରୁତି।୮ ମାସରେ ଛଟେଇ ହେଲେଣି ୩ ଲକ୍ଷ ୫୦ହଜାର କର୍ମଚାରୀ।
୩-ଆସନ୍ତା ସାତ ତାରିଖରେ ଦିଲ୍ଲୀରୁ ଓଡ଼ିଶା ଫେରିବେ ଜଗା ବଳିଆ, ଦିଲ୍ଲୀ ଏମ୍ସ ଗଲା ଏସସିବିର ଏକ ଟିମ।
୪-ଟ୍ରାଫିକ ପୋଲିସର କଡ଼ା ଆଇନ ସହିତ ମୋଟା ଫାଇନ୍!ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଅଟୋ ଚାଳକଙ୍କ ଉପରେ ୪୭,୫୦୦ ହଜାର ଟଙ୍କାର ଜରିମନା! ୭ ଦିନ ପୂର୍ବରୁ ୨୫ ହଜାରରେ କିଣା ଯାଇଥିଲା ସେ ଅଟୋ।
୫-ଜମି ବିବାଦର ପରିଣତି ଭୋଗିଲେ ଠାକୁର। ୩୬ଘଣ୍ଟା ପରେ ଦାନ୍ତ ଘଷିଲେ ପ୍ରଭୁ ଲିଙ୍ଗରାଜ।ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି।
୬-ଖୁସୀ ଖବର: ଅକ୍ଟୋବର ମାସରୁ ବ୍ୟବସାୟୀଙ୍କ ପାଇଁ ଶସ୍ତା ହେବ ଲୋନ, ସର୍କୁଲାର ଜାରି କଲା RBI।
୭-ଗତ କାଲି ଥିଲା ଅଶୁଭ ବୁଧବାର, ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଆଘାତରେ ଚାଲିଗଲା ୬ ଜଣଙ୍କ ଜୀବନ।
୮-ବାଣ କାରଖାନା ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି, 2-2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲେ ପଞ୍ଜାବ ସରକାର।
୯-ମୋଦୀ – ପୁଟିନ ଆଲୋଚନା :ବାହ୍ୟ ହସ୍ତକ୍ଷେପକୁ ବିରୋଧ,ଦୁଇ ଦେଶ ମଧ୍ୟରେ ୧୫ ରାଜିନାମା।
୧୦-ମସୁଦ ଅଜହର, ହାଫିଜ ସୟିଦ,ଦାଉଦ ଇବ୍ରାହିମ ଏବଂ ଲଖବୀ ଆତଙ୍କବାଦୀ ଘୋଷିତ ।
