ଆଜିର ଖାସ୍ ଖବର

୧-ଚାରି ଦିନରେ ଦୁଇଟି ରାଜ୍ୟରୁ ଚାଲାଣରେ ଆଦାୟ ହୋଇଛି 1.41 କୋଟି, ଓଡିଶାରୁ 88.90 ଲକ୍ଷ ଟଙ୍କା।

୨-କଟକ: ବେଆଇନ ରନ୍ଧନଗ୍ୟାସ ମହଜୁଦ୍‌ ଅଭିଯୋଗରେ ଚଢ଼ାଉ, ୪୯ଟି ରନ୍ଧନ ଗ୍ୟାସ ସିଲିଣ୍ଡର ଜବତ।

୩-ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବର୍ଜ୍ୟବସ୍ତୁ ପରିଚାଳନା ।ବର୍ଜ୍ୟବସ୍ତୁ ପରିଚାଳନାରେ ସାମିଲ ହେବେ SHG ଗ୍ରୁପ୍।

୪-ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା, ୪ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି । ୮ଯାଏଁ ପ୍ରବଳ ବର୍ଷା ସମ୍ଭାବନା।

୫-ପୁରୀ ପାଇଁ ପୁଣି ତିନି ନୂଆ ପ୍ରକଳ୍ପ।୨୫ କୋଟି ବ୍ୟୟରେ ବିକାଶ ହେବ ରଘୁନନ୍ଦନ ପାଠାଗାର।ଏମାର ମଠ ପୁନଃନିର୍ମାଣ ଓ ୯୫ କୋଟିର ବାସଗୃହ ପ୍ରକଳ୍ପକୁ ଅନୁମୋଦନ।

୬-ନିଶାଡ଼ି ଗାଡ଼ି ଚାଳକ ସାବଧାନ ! ଏଣିକି ଜରିମାନା ସହ ଜେଲ୍।

୭-ବ୍ଯାନ୍ ହେବନି ପେଟ୍ରୋଲ ଓ ଡିଜେଲ କାର, ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ : ନୀତିନ ଗଡ଼କରୀ।

୮-ତିହାରର ୭ ନମ୍ବର ଜେଲରେ ରହିବେ ଚିଦାମ୍ବରମ, ଓ୍ଵେଷ୍ଟର୍ଣ୍ଣ ଟଏଲଟ୍ ସହ ମିଳିବ ଚଷମା, ଔଷଧ, ସୁରକ୍ଷା ଓ ଅଲଗା ବ୍ୟାରେକ୍ ସୁବିଧା।

୯–ଭାରତରେ 10 ମାସ ମଧ୍ୟରେ 22 ହଜାରରୁ ଅଧିକ ୱେବସାଇଟ ହ୍ୟାକ ହୋଇଛି।

୧୦-ଏଲଓସିରେ ଉତ୍ତେଜନା ।POK LOCରେ ୨୦୦୦ ଯବାନଙ୍କୁ ମୁତୟନ କଲା ପାକିସ୍ତାନ, ଯୁଦ୍ଧ ସମ୍ଭାବନା ସନ୍ଦେହ।

୧୧-ଅହମଦାବାଦରେ ଭୁସୁଡ଼ିଲା ୧୦୦ ବର୍ଷର କୋଠା , ଦୁଇ ମୃତ, ଚାପି ହୋଇ ରହିଛନ୍ତି ଅନେକ ଲୋକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Sep 7 , 2019
୧-ଆଜି ବି ଲାଗି ରହିବ ବର୍ଷା,ଅରେଞ୍ଜ ଓ୍ବାର୍ଣି ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ। ୨-ଚନ୍ଦ୍ରଯାନ ଅଭିଯାନ -୨: ଶେଷ ମୂହୁର୍ତ୍ତରେ ଲ୍ଯାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ ଛିନ୍ନ। ୩-ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ। ୪-ସଚେତନ ନ କରି ଫାଇନ କାଟିବା ନୀତିକୁ ଉଚ୍ଛେଦ କରିବାକୁ ଦାବି, ଆନ୍ଦୋଳନର ଚେତାବନୀ ଦେଲା ଅଟୋ-ଟ୍ୟାକ୍ସି-ଟ୍ରକ-ବସ ମିଳିତ ସଂଘ। ୫-ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ସାଂସଦ ତଥା […]

You May Like

Pin It on Pinterest