ବାପା ହେଲେ ଓଲିଉଡ୍‌ର ଚକଲେଟ ହିରୋ ବାବୁସାନ୍‌ ।

photo: social media

ବାସ୍ତବବ୍ୟୁରୋ: ବାପା ହେଲେ ଓଲିଉଡ୍‌ର ଚକଲେଟ ହିରୋ ବାବୁସାନ୍‌ । ଗତ ସନ୍ଧ୍ୟାରେ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତିତାଙ୍କ ପତ୍ନୀ ତୃପ୍ତି |ସନ୍ଧ୍ୟା ୬ରୁ ୭ଟାରେ ମଧ୍ୟରେ ବାବୁସାନଙ୍କ ପୁଅ ହୋଇଥିବା ଖବର ମିଳିଛି। ଉଭୟେ ମା’ ଏବଂ ପୁଅ ଭଲ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ | ସୁପରଷ୍ଟାର ଉତ୍ତମ ମହାନ୍ତି ଓ ଅପରାଜିତା ଏବେ ଜେଜେ ଓ ଜେଜେମା ହୋଇଥିବାରୁ ଫୋନ୍‌ ଯୋଗେ ଶୁଭେଚ୍ଛାର ସୁଅ ଛୁଟୁଛି । ବାବୁସାନ ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସ୍ୱତନ୍ତ୍ର କ୍ଷେପଣାସ୍ତ୍ର ରେ ସଜ୍ଜିତ ହୋଇ ରାଫେଲ' ଲଦାଖ ଆକାଶରେ ଚକ୍କର ମାରୁଛି,ବାୟୁସେନା ସେୟାର କରିଛି ଫୋଟୋ

Wed Apr 7 , 2021
ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ)ଯେବେଠୁଁ ରାଫେଲ ବିମାନ ଭାରତଆସିଲାଣି , ଚୀନ୍-ପାକିସ୍ତାନ ଆଖିରୁ ନିଦ ହଜିଯାଇଛି । କାହିଁକି ଉଭୟ ଦେଶ ଏତେ ଅସ୍ଥିର, ରାଫେଲର ଫଟୋଗ୍ରାଫ୍ ଦେଖି ତାହା ଜଣାପଡିଯାଉଛି | ଏହି ଫଟୋଗୁଡ଼ିକ ଭାରତୀୟ ବାୟୁସେନା ଦ୍ୱାରା ସେମାନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଅଂଶୀଦାର ହୋଇଛି | ମଙ୍ଗଳବାର ଭାରତୀୟ ବାୟୁସେନା ପ୍ରଥମ ଥର ପାଇଁ କ୍ଷେପଣାସ୍ତ୍ର ରେ ସଜ୍ଜିତ ରାଫେଲର ଚିତ୍ରଗୁଡ଼ିକୁ ସେୟାର କରିଛି | ଏହି ଫଟୋଗ୍ରାଫରେ ରାଫେଲ ଫିତର […]

You May Like

Pin It on Pinterest