ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା…

Photo:social media

ବାସ୍ତବବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ମୁଖ୍ୟ ବନ ସଂରକ୍ଷକ(କେନ୍ଦୁପତ୍ର) କଟକସ୍ଥିତ କାର୍ଯ୍ୟାଳୟର ବରିଷ୍ଠ କିରାଣି ଦିଲ୍ଲୀପ କୁମାର ଜେନା।

ଭିଜିଲାନ୍ସ ଅତିରିକ୍ତ ଏସପି ଅକ୍ଷୟ ମିଶ୍ରଙ୍କ ସୂଚନାନୁଯାଇ, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନର ୪ଟି ଟିମ୍ ଆଜି ଏକା ସଙ୍ଗରେ, ଶ୍ରୀ ଜେନାଙ୍କ ଘାଟିକିଆସ୍ଥିତ ବନ ତାଲିମ କେନ୍ଦ୍ର ପରିସରରେ ଥିବା ସରକାରୀ ବାସଭବନ, ଜାଗମରାରେ ଥିବା ୪ ମହଲା କୋଠା, ଢେଙ୍କାନାଳ ଗଁଦିଆ ରତନପୁରସ୍ଥିତ ପୈତୃକ ଘର ଓ ଅଫିସରେ ସକାଳୁ ସକାଳୁ ଚଢ଼ଉ କରିଛନ୍ତି। ଦେଢ଼ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଛି। ଶ୍ରୀ ଜେନାଙ୍କୁ ଅଟକ ରଖି ଭିଜିଲାନ୍ସ ଟିମ ଅଧିକ ପଚରାଉଚରା କରୁଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟ ଆଜିଠାରୁ

Sat Apr 10 , 2021
ବାସ୍ତବବ୍ୟୁରୋ: ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୂର୍ବତଟ ରେଲବାଇ ପକ୍ଷରୁ ସୂଚିତ କରାଯାଇଛି । ପୂର୍ବତଟ ରେଲବାଇର ନିୟମ ଅନୁଯାଇ ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବା ନିହାତି ଜରୁରୀ ।ଏଥିରେ ନେଗେଟିଭ୍ ରିପୋର୍ଟ ଆସିଲେ ରେଳରେ ଯାତ୍ରା କରିପାରିବେ । ନତୁବା ଯାତ୍ରୀଙ୍କର କୋଭିଡ ଦ୍ୱିତୀୟ ଡୋଜ୍ ଟିକାକରଣର […]

You May Like

Pin It on Pinterest