ଆଜିର ଖାସ୍ ଖବର

୧-ପୁରୀ:ବଡ଼ ଆଖଡ଼ା ମଠ ଧରାଶାୟୀ,ଏବେ ସାନଛତା ମଠର ପାଳି।

୨-ନୂଆ ମୋଟର ଯାନ ଆଇନ: ସଡ଼କ ସବୁ ଫାଙ୍କା ଫାଙ୍କା, ପେଟ୍ରୋଲ ବେପାର ୪ ଲକ୍ଷ ଓ ଡିଜେଲ ୧୨ ଲକ୍ଷରୁ ଅଧିକ ହ୍ରାସ ,ଗାଡ଼ି କିଣିବାକୁ ଗ୍ରାହକ ବିମୁଖ।

୩-କୋରାପୁଟ: ପଛୁଆ ଅଞ୍ଚଳରେ ଶିକ୍ଷକ ଆଗୁଆ: ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଓମପ୍ରକାଶ ମିଶ୍ର ପାଇଲେ ଆନ୍ତର୍ଜାତିକ ସମ୍ମାନ।

୪-ବରଗଡ଼ର ଅନିଲ ସ୍ଵାମୀଙ୍କ କିଡ୍‌ନୀ କାଢ଼ି ନେବା ମାମଲା:ରଦ୍ଦ ହେବ ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ! ନିର୍ଦ୍ଦେଶ ଦେଲେ ଏନଏଚଆରସି

୫-ପୁଣି ଅଧିକ ଜରିମାନା ଆଦାୟ ନେଇ ଚର୍ଚ୍ଚା, ସମ୍ବଲପୁରରେ ଟ୍ରକରୁ ଆଦାୟ ହେଲା ୮୬ ହଜାର ୫ଶହ ଟଙ୍କା।

୬-ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇ ଦେଉଥିବାରୁ ଭୁବନେଶ୍ୱର ବିମାନ ବନ୍ଦରକୁ ମିଳିଲା ଶ୍ରେଷ୍ଠ ବିମାନ ବନ୍ଦର ଆଓ୍ବାର୍ଡ।

୭-ଲଗାଣ ବର୍ଷାରେ ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଖୋଲିଲା ୨୦ଟି ଗେଟ୍‌।

୮-ନୂଆ ଟ୍ରାଫିକ ନିୟମରେ ଫାଇନ୍‌ ଗଣିଲେ ବିଧାୟକ ଅନନ୍ତ ନାରାୟଣ ଜେନା।

୯-ରେଲୱେ ହେଲ୍ପଲାଇନ୍ ନମ୍ବର ୧୮୨; ହଜିଗଲେ ଖୋଜି ଆଣିବ।

୧୦-ପାଞ୍ଚ ମାସର ଦରମା ଦାନ କରି ଜନକଲ୍ୟାଣ ପାଣ୍ଠି ‘ଭରସା’ ଗଢିଲେ ସାଂସଦ ଅପରାଜିତା।

୧୧-ଲ୍ୟାଣ୍ଡର ବିକ୍ରମ ସହ ପୁନର୍ବାର ଯୋଗାଯୋଗ କରିବା ସମ୍ଭାବନା କ୍ଷୀଣ ହେବାରେ ଲାଗିଛି: ଇସ୍ରୋ ବୈଜ୍ଞାନିକ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ତିନି ମାସ କୋହଳ ହେଲା ଟ୍ରାଫିକ୍ ଜୋରିମାନା

Mon Sep 9 , 2019
ଗାଡି ଚାଳକଙ୍କୁ ବଡ ଆଶ୍ୱସ୍ତି । ଗତ ସେପ୍ଟେମ୍ବର ମାସ ୧ ତାରିଖରୁ ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଥିଲା । ବିଶେଷ କରି ମୋଟା ଅଙ୍କର ଜୋରିମାନାକୁ ନେଇ ଚିନ୍ତାରେ ପଡିଥିଲେ ଜନସାଧାରଣ । ତେବେ ନୂଆ ନିୟମକୁ ନେଇ ରାଜଧାନୀର ରାଜମହଲ ଛକ ରଣକ୍ଷେତ୍ର ପାଲଟିବା ପରେ ନିୟମରେ ଟିକିଏ କୋହଳ କରିଥିଲେ ସରକାର […]

You May Like

Pin It on Pinterest