ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ…

ବାସ୍ତବବ୍ୟୁରୋ:(ଭୁବନେଶ୍ବର) ୧୯୪୮ ମସିହା ଏପ୍ରିଲ ୧୩ ତାରିଖ,ମାନେ ଆଜିର ଦିନରେ ଓଡ଼ିଶାର ରାଜଧାନୀ ଭାବେ ଭୁବନେଶ୍ୱର ସ୍ୱୀକୃତି ପାଇଥିଲା |ଆଜି ହେଉଛି ୭୩ତମ ରାଜଧାନୀ ପ୍ରତିଷ୍ଠା ଦିବସ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ସୂଚନା ଲୋକ ସମ୍ପର୍କ ଓ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟ,ବିଧାନସଭା ପରିସରରେ ଥିବା ରାଜଧାନୀ ଶିଳାନ୍ୟାସ ଫଳକରେ ମାଲ୍ୟାର୍ପଣ କରିଥିଲେ ।

Photo: social media

ମାତ୍ର ୧୪ ହଜାର ଲୋକଙ୍କ ରହଣି ପାଇଁ ସହରର ଆଜି ଲୋକ ସଂଖ୍ୟା ଏକ କୋଟିରୁ ଉର୍ଦ୍ଧ୍ବ | ଏ ଆମ ଭୁବନେଶ୍ବରର ଗୋଟେ ପଟେ କଟକକୁ ଲାଗିଲାଣିଟି ଅନ୍ୟ ପଟେ ପୁରୀ ଓ ସେପଟେ ଖୋର୍ଦ୍ଧା ପର୍ଯ୍ୟନ୍ତ ଲମ୍ବିଲେଣି |ଏହି ପରିପେକ୍ଷୀରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି କି,ରାଜଧାନୀର ଆହୁରି ବିକାଶ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତ ବର୍ଷ, ଆଜିର ଦିନରେ କରୋନା ରୋଗୀଙ୍କ ସଂଖ୍ୟା କେତେ ଥିଲେ,କେତେ ଜଣଙ୍କର ମୃତ୍ୟୁ ଘଟିଥିଲା...

Tue Apr 13 , 2021
ଆମ ରାଜ୍ୟରେ ଆଜିର ଦିନରେ ୫୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ ୭ ଜଣ ଭଲ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିଲା | ଗତ ବର୍ଷ ଏହି ଦିନ ଟିକା ବିଷୟରେ କୌଣସି ଆଲୋଚନା ହୋଇନଥିଲା, କିନ୍ତୁ ଗୋଟିଏ ବର୍ଷ ପରେ ଦେଶରେ ମୋଟ ୧୦ ,୮୫ ,୩୩ ,୦୮୫ ଲୋକଙ୍କୁ ଟିକା ଦିଆଯାଇଛି। ଏହି ଆକଳନକୁ ଦେଖିଲେ, ଏପ୍ରିଲ ୧୩ , ୨୦୨୦ […]

You May Like

Pin It on Pinterest