ପୁଣି ଥରେ ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରିହେବ

ବାସ୍ତବବ୍ୟୁରୋ : ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତିକି ,ପିପିଲି ଉପନିର୍ବାଚନ ପାଇଁ ପୁଣି ଥରେ ବିଜ୍ଞପ୍ତି ଜାରିହେବ । ସେ କହିଛନ୍ତି ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେନେଇ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି |

ନିର୍ବାଚନ କମିଶନ ପିପିଲି ନେଇ ସାନି ବିଜ୍ଞପ୍ତି ପ୍ରକାଶ କରିବେ । ନିର୍ବାଚନ ତାରିଖ ସ୍ଥିର କରିବେ ନିର୍ବାଚନ ଆୟୋଗ ।ବିଜ୍ଞପ୍ତି ପ୍ରକାଶର ୭ ଦିନ ମଧ୍ୟରେ କେବଳ କଂଗ୍ରେସ ଦଳ ପ୍ରାର୍ଥୀ ପତ୍ର ଦାଖଲ କରିବେ,ଅନ୍ୟ ମାନଙ୍କର ପ୍ରାଥୀତ୍ୱ କାଏମ ରହିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଜିଲ୍ଲା କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି...

Thu Apr 15 , 2021
ବାସ୍ତବବ୍ୟୁରୋ 🙁 କଟକ) ସୁନେଲି ପରଦାର ସୁପରହିଟ ଯୋଡି ବହୁ ଚର୍ଚ୍ଚିତ ବର୍ଷା-ଅନୁଭବ ଏବେ ଅଦାଲତରେ ସୁପରହିଟ |ଆଜି ଦିଲ୍ଲୀ ପଟିଆଲା ତା କାଲି ସୁପ୍ରିମକୋଟ,ଶେଷରେ “ଆରେ ଢମଣା ବୁଲିବାଲିକରି ସେଇ ଅଗଣା” ପାରିବାରିକ ବିବାଦ ପାଖ ଛାଡ଼ୁନି ସାଂସଦ ଅଭିନେତା ଅନୁଭବଙ୍କର । ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ କଟକ ଏସଡିଜିଏମ୍ କୋର୍ଟରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀ ନିଜ ସ୍ୱାମୀ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଆଣିଥିବା […]

You May Like

Pin It on Pinterest