:ହ୍ୟାରି ପୋଟର୍ ଓ ଜେମ୍ସ୍ ବଣ୍ଡର ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ଦେହାନ୍ତ…

ବାସ୍ତବବ୍ୟୁରୋ :ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ଦେହାନ୍ତ, ‘ହ୍ୟାରି ପୋଟର୍’ ଓ ‘ଜେମ୍ସ ବଣ୍ଡ’ଭଳି ଅନେକ ଲୋକପ୍ରିୟ ସିନେମାରେ କିଣିଥିଲେ ଦର୍ଶକଙ୍କ ମନ ।

ଓଲିଉଡ ଅଭିନେତ୍ରୀ ହେଲେନ ମାକ୍ରୋରିଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି। ହେଲେନ ମ୍ୟାକକ୍ରୋରିଙ୍କ ଦେହାନ୍ତ ହୋଇଛି। ହେଲେନ କର୍କଟ ରୋଗ ସହ ଲଢୁଥିଲେ, ୫୨ ବର୍ଷ ବୟସରେ ସେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ହେଲେନ ମାକ୍ରୋରିଙ୍କ ମୃତ୍ୟୁ ସୋସିଆଲ ମିଡିଆରେ ତାଙ୍କ ସ୍ୱାମୀ ଡାମିଆନ ଲୁଇଙ୍କ ଦ୍ୱାରା ଖବର ମିଳିଛି ।

by: social media

ଡାମିଆନ୍ ଲୁଇସ୍ କରିଥିବା ପୋଷ୍ଟ |
ଡାମିଆନ୍ ଲୁଇସ୍ ଟ୍ୱିଟରରେ ହେଲେନଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ କହିଛନ୍ତି, “ବହୁତ ଦୁଃଖ ରେ, ମୁଁ ଆପଣଙ୍କ ସହ ଏ ଖବର ବାଣ୍ଟୁଛି ଯେ ହେଲେନ ମାକ୍ରୋରି କର୍କଟ ରୋଗର ମୁକାବିଲା କରି ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ହେଲେନ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ମଧ୍ୟରେ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | ହେଲେନଙ୍କ ସହ ଥିବାରୁ ଆମେ ସମସ୍ତେ ଭାଗ୍ୟବାନ | ସେ ଜଣେ ଉଜ୍ଜ୍ୱଳ ତାରା ଥିଲେ। ‘

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଠାରୁ କଟକ ଓ ଭୁବନେଶ୍ୱର ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା...

Sat Apr 17 , 2021
ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଠାରୁ କଟକ ଓ ଭୁବନେଶ୍ୱର ନାଇଟ୍ କର୍ଫ୍ୟୁ,କରୋନା ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବାକୁ ଦୃଷ୍ଟିରେ ରଖି ଟୁଇନ ସିଟରେ ୧୪୪ ଧାରା ।ଏହା ରାତି ୯ ଟାରୁ ସକାଳ ୫ ଟା ଯାଏଁ ବଳବତ୍ତର ରହିବ।କେବଳ କଟକ ଓ ଭୁବନେଶ୍ୱର ପାଇଁ ଏହା ଲାଗୁ କରାଯିବ । ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ,ଏବଂ […]

You May Like

Pin It on Pinterest