ଆଜି ଠାରୁ କଟକ ଓ ଭୁବନେଶ୍ୱର ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା…

ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ଆଜି ଠାରୁ କଟକ ଓ ଭୁବନେଶ୍ୱର ନାଇଟ୍ କର୍ଫ୍ୟୁ,କରୋନା ସଂକ୍ରମଣ ବୃଦ୍ଧିକୁ ରୋକ ଲଗାଇବାକୁ ଦୃଷ୍ଟିରେ ରଖି ଟୁଇନ ସିଟରେ ୧୪୪ ଧାରା ।ଏହା ରାତି ୯ ଟାରୁ ସକାଳ ୫ ଟା ଯାଏଁ ବଳବତ୍ତର ରହିବ।କେବଳ କଟକ ଓ ଭୁବନେଶ୍ୱର ପାଇଁ ଏହା ଲାଗୁ କରାଯିବ ।

ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୧୦ ଟି ଜିଲ୍ଲାରେ ନାଇଟ୍ କଫ୍ୟୁ ସହ ସପ୍ତାହାନ୍ତ ଲକଡାଉନ୍ ଘୋଷଣା କରିଥିଲେ,ଏବଂ ଅନ୍ୟ ୨୦ ଟି ଜିଲ୍ଲାର ସହରାଞ୍ଚଳରେ କେବଳ ନାଇଟ କର୍ଫ୍ୟୁ ଘୋଷଣା କରିଥିଲେ। ହେଲେ କଟକ ଓ ଭୁବନେଶ୍ୱରରେ କଟକଣା କଡ଼ାକଡ଼ି କରିବା ଲକ୍ଷ୍ୟରେ ଆଜି ରାତି ୯ ଟା ଠାରୁ ନାଇଟ୍ କର୍ଫ୍ୟୁ ସହ ୧୪୪ ଧାରା ଲାଗୁହେବ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଠାରୁ ରାତି ୮ ପରେ ଶ୍ରୀମନ୍ଦିର ପ୍ରବେଶ ମନା...

Sat Apr 17 , 2021
ବାସ୍ତବବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାର ପ୍ରଚେଷ୍ଟାରେ ଆଜିଠାରୁ ୨୦ଟି ଜିଲ୍ଲାର ସହରାଞ୍ଚଳରେ ନାଇଟ କରଫୁ ରାତି ୯ଟାରୁ ସକାଳ ୫ଟା ଯାଏଁ । ଏହି ୨୦ ଜିଲ୍ଲା ମଧ୍ୟରେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି |ସେଥିପାଇଁ କାଳିଆ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ଲାଗିଛି କଟକଣା |ଆଜି ଠାରୁ ରାତି ୮ ପରେ ମନ୍ଦିର ପ୍ରବେଶ ମନା | ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ […]

You May Like

Pin It on Pinterest