ଟିକା ନେଲେ ମୃତ୍ୟୁହାର କମିବ ହେଲେ କରୋନା ହେବ

ଭୁବନେଶ୍ବର:ଦିନକୁ ଦିନ କାୟା ବିସ୍ଥାରୁଛି କରୋନା,ବଢି ଚାଲିଛି ସଂକ୍ରାମିତଙ୍କ ସଂଖ୍ୟା |ନାଇଟ କରଫୁ ,ସଟଡାଉନ କିଛି କାମ ଦଉନି| କୋଭିଡ ଟୀକା ନେଲେବି ପୁଣି ସଂକ୍ରମିତ ହେଉଛନ୍ତି,ଏ ସମ୍ପର୍କରରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି,‘ଟିକା ନେଲେ ବି କରୋନା ହେବ। ତେଣୁ ନିୟମ ମାନି ଲୋକ କାମ କରନ୍ତୁ।

ସେ ଏକଥାବି କହିଛନ୍ତି କି,ଟିକା ନେଲେ ମୃତ୍ୟୁହାର କମିବ। କିଛି ଜିଲ୍ଲାରେ ଟିଏମ୍‌ସି ଖୋଲିଛି। ଆଉ ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ଆବଶ୍ୟକତା ଅନୁସାରେ ଟିଏମ୍‌ସି ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗକୁ ଦୈନିକ ୫୦ ହଜାର ଟେଷ୍ଟିଂ କରାଯିବ। ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ମେଡ଼ିକାଲରେ ଜେନେରାଲ ବେଡ ସଂଖ୍ୟା ୯ ହଜାର ୮ ଅଛି । ସେଠି ୧୭ ଦଶମିକ ୫ ପ୍ରତିଶତ ରୋଗୀ ଅଛନ୍ତି । ଆଇସିୟୁ ବେଡ ୨ ହଜାର ୧୮ ରହିଛି।’ତେଣୁ ସତର୍କ ରୁହନ୍ତୁ ସୁସ୍ଥ ରୁହନ୍ତୁ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଡାକ୍ତରଙ୍କ ଜୀବନ ବଞ୍ଚାଇବା ପାଇଁ ୧୭୫ କିମି ଲମ୍ବା ଗ୍ରୀନ କରିଡର,୧୮ ଲକ୍ଷ ଏୟାର ଆମ୍ବୁଲାନ୍ସ ଭଡା ଦେଇ ହାଇଦ୍ରାବାଦକୁ ପଠାଗଲା...

Mon Apr 19 , 2021
କରୋନା ସଂକ୍ରମିତ ଡାକ୍ତର ସତ୍ୟେନ୍ଦ୍ର ମିଶ୍ରଙ୍କୁ ହାଇଦ୍ରାବାଦକୁ ଚିକିତ୍ସା ପାଇଁ ପଠାଯାଇଛି ୧୮ ଲକ୍ଷ ଭଡା ଦେଇ ହାଇଦ୍ରାବାଦକୁ ପଠାଯାଇଥିବା ଏୟାର ଆମ୍ବୁଲାନ୍ସ | ଡାକ୍ତର ମିଶ୍ର ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ସାଗରରୁ ଭୋପାଳ ପର୍ଯ୍ୟନ୍ତ ୧୭୫ କିଲୋମିଟର ଲମ୍ବା ଗ୍ରୀନ କରିଡର ନିର୍ମିତ | ବାସ୍ତବବ୍ୟୁରୋ:ମଧ୍ୟପ୍ରଦେଶ ର,ପ୍ରତ୍ୟେକ ଅଞ୍ଚଳରେ କରୋନା ସଂକ୍ରମଣର ହାହାକାର | ଏହି ସମୟରେ, ବୁନ୍ଦେଲଖଣ୍ଡ ମେଡିକାଲ କଲେଜରେ ପୋଷ୍ଟ କରାଯାଇଥିବା ଡକ୍ଟର […]

You May Like

Pin It on Pinterest