ବାସ୍ତବବ୍ୟୁରୋ: କଟକରେ କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି , ସିଏମସି ଜାରିକଳା ସ୍ଵତନ୍ତ୍ର ହେଲ୍ପ ଲାଇନ୍ ନମ୍ବର । ସିଏମସି କମିଶନର ଅନନ୍ୟା ଦାସ,କଟକ ବାସୀଙ୍କୁ ଅନୁରୋଧ କରିଛନ୍ତିକି, ଯେ କୌଣସି ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ତୁରନ୍ତ ସିଏମସିକୁ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା ପାଇଁ । ଏଥି ପାଇଁ ଏକ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ସିଏମସି । ନମ୍ବରଟି ହେଲା ୭୦୭୭୭୭୫୫୫୫ ।
ଏଥିସହ କୌଣସି ପ୍ରକାର ଜରୁରୀ ସେବା ପାଇଁ ୧୮୦୦୩୪୫୮୨୮୯ ନମ୍ବର ଜାରି କରାଯାଇଛି । ଏହି ନମ୍ବର କେବଳ ଜରୁରୀ ସେବା ପାଇଁ ବ୍ୟବହାର କରିବାକୁ ସିଏମସି ତରଫରୁ ଅନୁରୋଧ କରାଯାଇଛି ।



