ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ …

ବାସ୍ତବବ୍ୟୁରୋ: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୮୫୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି |ଅଣଆୟତଃ ହେବକି କରୋନା ? ଦିନକୁ ଦିନ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଥିବାଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୨୩୧୫ରେ ପହଞ୍ଚିଥିବା ବେଳେ, ସେମାନଙ୍କ ମଧ୍ୟରୁ ୨୮୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ସ୍ଥାନୀୟ ବାସିନ୍ଦା ୨୦୩୭ଜଣ ଅଛନ୍ତି ।

ଗତ ୨୪ ଘଂଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୧ଜଣ, ବାଲେଶ୍ୱରରୁ ୫୨ଜଣ, ବରଗଡ଼ରୁ ୩୧୮ଜଣ, ଭଦ୍ରକ ରୁ ୭୩ଜଣ, ବଲାଙ୍ଗୀର ରୁ ୨୨୭ଜଣ, ବୌଦ୍ଧ ରୁ ୨୨ଜଣ, କଟକ ରୁ ୩୦୪ଜଣ, ଦେଓଗଡ଼ ରୁ ୩୫ଜଣ, ଢେଙ୍କାନାଳ ରୁ ୩୧ଜଣ, ଗଜପତି ରୁ ୩୫ଜଣ, ଗଞ୍ଜାମ ରୁ ୧୫୧ଜଣ, ଜଗତସିଂହପୁର ଜିଲ୍ଲାରୁ ୩୯ଜଣ, ଯାଜପୁର ଜିଲ୍ଲାରୁ ୬୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୯୦ଜଣ, କଳାହାଣ୍ଡି ଜିଲ୍ଲାରୁ ୭୯ଜଣ, କନ୍ଧମାଳ ରୁ ୨୭ଜଣ, କେନ୍ଦ୍ରାପଡ଼ାରୁ ୫୮ଜଣ, କେନ୍ଦୁଝର ରୁ ୧୬୬ଜଣ, ଖୋର୍ଦ୍ଧା ରୁ ୭୦୩ଜଣ, କୋରାପୁଟ ରୁ ୬୨ଜଣ, ମାଲକାନଗିରି ରୁ ୩୧ଜଣ, ମୟୁରଭଞ୍ଜ ରୁ ୭୮ଜଣ, ନବରଙ୍ଗପୁର ରୁ ୧୯୪ଜଣ, ନୟାଗଡ଼ ରୁ ୬୬ଜଣ, ନୂଆପଡ଼ା ରୁ ୪୮୬ଜଣ, ପୁରୀ ରୁ ୨୨୩ଜଣ, ରାୟଗଡ଼ା ରୁ ୮୫ଜଣ, ସମ୍ବଲପୁର ରୁ ୧୭୧ଜଣ, ସୋନପୁର ରୁ ୯ଜଣ, ସୁନ୍ଦରଗଡ଼ ରୁ ୫୧୬ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୪୫ଜଣ ରହିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ...

Wed Apr 21 , 2021
ବାସ୍ତବବ୍ୟୁରୋ: ନୂଆଦିଲ୍ଲୀ ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରତିଦିନ ୨୦ ହଜାର ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ,।ଆଜି ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ଆଇସୋଲେସନ ଅଛନ୍ତି। ଅରବିନ୍ଦ କେଜ୍ରିୱାଲ ମଧ୍ୟ ନିଜକୁ କ୍ଵାରେଣ୍ଟାଇନ କରିଛନ୍ତି। ଦିଲ୍ଲୀ ସରକାରଙ୍କ ୱେବସାଇଟରେ ପୋଷ୍ଟ ରିପୋଟ ଅନୁଯାୟୀ, ମଙ୍ଗଳବାର ସକାଳେ ୧୯ ହଜାର ୬୦୪ କୋଭିଡ ବେଡ଼ ମଧ୍ୟରୁ ୩୧୮୬ […]

You May Like

Pin It on Pinterest