କଂଗ୍ରେସର ବରିଷ୍ଠ ବିଧାୟକ,ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଭିଡ ପଜିଟିଭ୍

ବାସ୍ତବବ୍ୟୁରୋ: କରୋନା ସାରା ଦେଶକୁ କବଳିତ କରିବାରେ ଲାଗିଛି ,ନେତା ,ଅଭିନେତା ବା ସାଧାରଣ ଜନତା ସମସ୍ତେ ଆତଙ୍କିତ | ଘରୁ ପଦାକୁ ଗୋଡ କାଢ଼ିବାକୁ ଡର,ଏବେ କଂଗ୍ରେସର ବରିଷ୍ଠ ବିଧାୟକ,ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ସଂପର୍କରେ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

ଆରଟିପିସିଆର ରିପୋର୍ଟରେ କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ୍ ଥିବା ସୂଚନା ମିଳିଛି । କରୋନା ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ରହିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଁ ବୋଧେ ଆଉ ବଂଚିବିନି...ଡାକ୍ତର ମନୀଷା ଯାଦବଙ୍କ ଶେଷ ଚିଠି...

Thu Apr 22 , 2021
ବାସ୍ତବବ୍ୟୁରୋ:( ମୁମ୍ବାଇ) କରୋନାର ଭୟଙ୍କର ପରିସ୍ଥିତି ଦେଶରେ ନୁହେଁ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି | କେଉଁଠି କୋମଳମତି ଶିଶୁଙ୍କ ପାଖରୁ ଛଡାଇ ନେଉଛି ବାପ ମାଆଙ୍କୁ ତ,କେଉଁଠି ସ୍ତ୍ରୀ ହାତରୁ ମେହେନ୍ଦି ଲିଭିବା ଆଗରୁ ଛଡାଇ ନେଉଛି ସ୍ୱାମୀ କୁ |ଏହିଭଳି ପରିସ୍ଥିରେ ଭିତରେ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।ଏବେ ସୁଧା କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ମହାରାଷ୍ଟ୍ରର ମୁମ୍ବାଇରେ କାର୍ଯ୍ୟ କରୁଥିବା […]

You May Like

Breaking News

Pin It on Pinterest