ଶଟ୍‌ଡାଉନ୍ କଟକଣାରେ ଘଣ୍ଟାଏ ଲେଖା କୋହଳ…

ବାସ୍ତବବ୍ୟୁରୋ:ଶନିବାର ଓ ରବିବାର ଶଟ୍‌ଡାଉନ୍ ରେ ସରକାର ଆଣିଲେ ଟିକେ କୋହଳ ମନବୃତି | କରୋନା ସଂକ୍ରମଣ ଦିନକୁ ଦିନ କାୟା ବିସ୍ତାରକୁ ନଜରରେ ରଖି କଟକଣା ଜାରି କରାଯାଉଛି ଏହି କଟକନାରେ ସାମାନ୍ୟ କୋହଳ କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଆଜି ଏହି ସୂଚନା ଦେଇ କହିଛନ୍ତିକି । ଶନିବାର ଓ ରବିବାର ଶଟ୍‌ଡାଉନ୍ ସମୟରେ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଣ୍ଟାଏ ଲେଖାଏଁ କଟକଣା କୋହଳ କରାଯାଇଛି। ଅର୍ଥାତ୍ ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ ୱାକ୍‌ ଓ ସାଇକ୍ଲିଂ କରିବାକୁ ବାହାରକୁ ଆସିପାରିବେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜ୍ୟ ସରକାରଙ୍କୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ପରାମର୍ଶ...

Fri Apr 23 , 2021
ବାସ୍ତବବ୍ୟୁରୋ: ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ରାଜ୍ୟ ସରକାରଙ୍କୁ ପରାମର୍ଶ | ସାମ୍ବାଦିକ ସମ୍ମିଳନୀରେ ସେ ରାଜ୍ୟରେ କୋଭିଡ ଟେଷ୍ଟିଂ ବଢ଼ାଯିବା ଉପରେ ଗୁରତ୍ୱ ଦେବାପାଇଁ କହିଛନ୍ତି | କରୋନାକୁ ନିୟନ୍ତ୍ରଣ କରିବାକୁ ସରକାରଙ୍କୁ ସେ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି ଭାରତର ୬ଟି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ।ଏଭଳି ସଂକଟଜନକ ସ୍ଥିତିରେ ଟେଷ୍ଟିଂ ବଢ଼ାଯିବା ଦରକାର ବୋଲି ସେ […]

You May Like

Pin It on Pinterest