ଏହି ରମଜାନ୍ ମାସରେ ଦୁନିଆର ସବୁ ମୁସଲମାନ ମାନଙ୍କୁ ନିବେଦନ କରୁଛିକି ଭାରତକୁ ସହଯୋଗ କରନ୍ତୁ-ସୋଏବ ଅଖତର

ସେ ବାସ୍ତବବ୍ୟୁରୋ: ଦେଶର ଏ ଘଡି ସନ୍ଧି ବେଳେ ପାକିସ୍ତାନର ପୂର୍ବ କ୍ରିକେଟର ସୋଏବ ଅଖତର ଭାରତ ପାଇଁ ପ୍ରାର୍ଥନା କରିଛନ୍ତି | ସେ ଦୁନିଆର ସବୁ ମୁସଲମାନ ମାନଂକୁ ଭାରତ ପାଇଁ ସହଯୋଗର ହାତ ବଢାଇବାକୁ ଅନୁରୋଧ କରିଛନ୍ତି |

ପୂର୍ବ ପ୍ଳିସ୍ତାନୀ ଦ୍ରୁତ ବୋଲର ସୋଏବ ଅଖତର କୋଭିଡ -୧୯ ଭୟଙ୍କର ତରଙ୍ଗ ସହ ଲଢ଼ୁଥିବା ଭାରତ ପାଇଁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରଛନ୍ତି |ସେ କହିଛନ୍ତି ବାସ୍ତବରେ ଭାରତ କୋଭିଡ ସହ ଯୁଧ୍ୟ କରୁଛି ,ଏହି ଘଡି ସନ୍ଧି ମୁହୂର୍ତ୍ତରେ ସାରା ବିଶ୍ଵର ସହଯୋଗ ଆବଶ୍ୟକ |ଏହି ରମଜାନ୍ ମାସରେ ଦୁନିଆର ସବୁ ମୁସଲମାନ ମାନଙ୍କୁ ନିବେଦନ କରୁଛିକି ଭାରତକୁ ସହଯୋଗ କରନ୍ତୁ | ଆମେ ଉଭୟ ଉଭୟଙ୍କ ସାହାରା ବନିବର ଆବଶ୍ୟକତା ଅଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପଦକ୍ଷେପ ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ...

Sun Apr 25 , 2021
ବାସ୍ତବବ୍ୟୁରୋ:( ନୂଆଦିଲ୍ଲୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ପଦକ୍ଷେପ ।ଦେଶରେ ଅକ୍ସିଜେନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ହେବ |ପିଏମ୍ କେୟାର ଫଣ୍ଡ ଏହି ପ୍ଲାଣ୍ଟ ପାଇଁ ଆବଶ୍ୟକ ଅର୍ଥ ଯୋଗାଇଦେବ । ଏହି ଅକ୍ସିଜେନ ପ୍ଲାଣ୍ଟ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ତତ୍ତ୍ୱବଧାନରେ ତିଆରି କରାଯିବ ।ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ […]

You May Like

Pin It on Pinterest