ରାଜ୍ୟରେ ମହାମାରୀ କରୋନା ଗତ ୨୪ ଘଣ୍ଟାରେ୬୫୯୯ ନୂଆ ମାମଲା….

ବାସ୍ତବବ୍ୟୁରୋ(ଭୁବନେଶ୍ୱର) ରାଜ୍ୟରେ ମହାମାରୀ କରୋନା ଥମିବାର ନ’ଧରୁନି । ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ସଂକ୍ରମିତ ଚିହ୍ନଟ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନାନୁଯାଇ ୬୫୯୯ଟି କରୋନାର ନୂଆ ମାମଲା ସିମ୍ନାକୁ ଆସିଛି। ଏହି ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୮୨୭ ହୋଇଥିବାବେଳେ ୨୭୭୨ଟି ସ୍ଥାନୀୟ ମାମଲା ରହିଛି।

ଏହି ସଂକ୍ରାମିତଙ୍କ ମଧ୍ୟରୁ ସବୁଠାରୁ ଆଗରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ଟି ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ, ନୂଆପଡ଼ାରୁ ୫୫୧, କଳାହାଣ୍ଡିରୁ ୫୧୮, କଟକରୁ ୪୮୮, ଝାରସୁଗୁଡ଼ାରୁ ୪୩୬, ସୁନ୍ଦରଗଡ଼ରୁ ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩, ଷ୍ଟେଟ୍‌ପୁଲିରୁ ୨୦୧, ଅନୁଗୁଳରୁ ୧୮୭
ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ୱରରୁ ୧୩୭, ସୁବର୍ଣ୍ଣପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗିରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡା ଓ ଦେବଗଡ଼ରୁ ୩୮ଜଣ ଲେଖାଏଁ, କନ୍ଧମାଳରୁ ୩୫, ମାଲକାନଗିରିରୁ୨୨, ଢେଙ୍କାନାଳରୁ ୨୦ ଓ ଷ୍ଟେଟ୍‌ପୁଲ ରୁ ୨୦୧ ଚିହ୍ନଟ ହୋଇଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗତ ୨୪ ଘଣ୍ଟା ରେ ରାଜଧାନୀରୁ ୭୦୮ କରୋନା ସଂକ୍ରମିତ ଚିହ୍ନଟ...

Mon Apr 26 , 2021
ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ଗତ ୨୪ ଘଣ୍ଟା ରେ ରାଜଧାନୀରୁ ୭୦୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚାନନ ମିଳିଛି । ବିଏମସି ରିପୋର୍ଟ ଅନୁଯାଇ ଏମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫୫୭ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ଭୁବନେଶ୍ୱରର ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୪୬୮କୁ ବୃଦ୍ଧି ପାଇଛି। ବିଏମସି ରିପୋର୍ଟ ଅନୁଯାଇ , ଆଜି ଚନ୍ଦ୍ରଶେଖରପୁର, ବଡଗଡ, ବରମୁଣ୍ଡା, ବିଜେବି ନଗର, ଝାରପଡା, […]

You May Like

Pin It on Pinterest