କରୋନା ବୃଦ୍ଧିକୁ ନଜରରେ ରଖି ସ୍ବତନ୍ତ୍ର ଟ୍ରେନ୍‌ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ…

ବାସ୍ତବବ୍ୟୁରୋ:ଭୁବନେଶ୍ବର : କରୋନା ସଂକ୍ରମଣର କାୟା ବିସ୍ତାରକୁ ନଜରରେ ରଖି ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୮/୦୮୫୦୭) ଏପ୍ରିଲ ୩୦ରୁ ବିଶାଖାପାଟଣା ଓ ରାୟଗଡାରୁ ମେ’ ୧ରୁ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୨୨/୦୮୫୨୧) ଏପ୍ରିଲ ୩୦ରୁ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୩୨/୦୮୫୩୧) ଏପ୍ରିଲ ୩୦ରୁ ବିଶାଖାପାଟଣାରୁ ଓ ପଲାସାରୁ ମେ’ ୧ରୁ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆ ଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଷ୍ଟ୍ରୀୟ ମହିଳା ଆୟୋଗ ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର...

Fri Apr 30 , 2021
ବାସ୍ତବବ୍ୟୁରୋ: ମହିଳା ଆୟୋଗ, ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର |ରାଷ୍ଟ୍ରୀୟ ମହିଳା ଆୟୋଗ ସାରା ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଚିକିସ୍ଛା ସହଯୋଗ ଯୋଗାଇ ଦେବା ପାଇଁ ଏକ ହ୍ଵାଟ୍ସଆପ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛନ୍ତି | ଆୟୋଗ ପକ୍ଷରୁ ଗୁରୁବାର ଦିନ ଜାରି ପ୍ରେସ ଇସ୍ତାହାର କୁହାଯାଇଛିକି,ଗର୍ଭବତୀ ମହିଳାଙ୍କ ଚିକିସ୍ଛାରେ ଅବହେଳା ପରିଲକ୍ଷିତ ହେଉଥିବାର ସୂଚନା ମିଳିବାପରେ,ହେଲ୍ପଲାଇନ ନମ୍ବର ଜାରି କରିବା ପାଇଁ ସିଧ୍ୟାନ୍ତ ନିଆଯାଇଛି […]

You May Like

Pin It on Pinterest