ରାଷ୍ଟ୍ରୀୟ ମହିଳା ଆୟୋଗ ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର…

Photo: social media

ବାସ୍ତବବ୍ୟୁରୋ: ମହିଳା ଆୟୋଗ, ଗର୍ଭବତୀ ମହିଳାଙ୍କ ପାଇଁ ଜାରିକଲେ ହେଲ୍ପ ଲାଇନ ନମ୍ବର |ରାଷ୍ଟ୍ରୀୟ ମହିଳା ଆୟୋଗ ସାରା ଦେଶରେ ଗର୍ଭବତୀ ମହିଳାମାନଙ୍କୁ ଚିକିସ୍ଛା ସହଯୋଗ ଯୋଗାଇ ଦେବା ପାଇଁ ଏକ ହ୍ଵାଟ୍ସଆପ ହେଲ୍ପଲାଇନ ନମ୍ବର ଆରମ୍ଭ କରିଛନ୍ତି |

ଆୟୋଗ ପକ୍ଷରୁ ଗୁରୁବାର ଦିନ ଜାରି ପ୍ରେସ ଇସ୍ତାହାର କୁହାଯାଇଛିକି,ଗର୍ଭବତୀ ମହିଳାଙ୍କ ଚିକିସ୍ଛାରେ ଅବହେଳା ପରିଲକ୍ଷିତ ହେଉଥିବାର ସୂଚନା ମିଳିବାପରେ,ହେଲ୍ପଲାଇନ ନମ୍ବର ଜାରି କରିବା ପାଇଁ ସିଧ୍ୟାନ୍ତ ନିଆଯାଇଛି | ମହିଳା ଆୟୋଗ ତରଫରୁ କୁହାଯାଇଛିଯେ ଗର୍ଭଵଟୀ ମହିଳାମାନେ ଏହି ହେଲ୍ପଲାଇନ ନମ୍ବର-୯୩୫୪୯୫୪୨୨୪ ମାଧ୍ୟମରେ ସେମାନଙ୍କ ଅଭିଯୋଗ କରିବାସହ ଆୟୋଗ ସାଥିରେ ସଂପର୍କ କରିପାରିବେ |ଏହି ନମ୍ବର ୨୪ ଘଣ୍ଟା ଖୋଲା ରହିବ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Fri Apr 30 , 2021
ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୪୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୪୪୧୯୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୧୬୯୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୦୪୦୦ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest