କେନ୍ଦ୍ରରୁ ଆଜି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଁଚିଲା

ବାସ୍ତବବ୍ୟୁରୋ:ଓଡିଶାରେ ଟୀକା ଅଭାବ ପାଇଁ ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ଟିକାକରଣ ବନ୍ଦ ହୋଇଥିବାବେଳେ,କେଦ୍ର ସରକାରଙ୍କ ତରଫରୁ ଆଜି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିଚି ।

Photo:social media

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପୂର୍ବରୁ ଟିକା ଯୋଗାଇବାକୁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖିଥିଲେ । ଭ୍ୟାକସିନ୍‌ ନଥିବାରୁ ବିଭିନ୍ନ ସମୟରେ ଅନେକଗୁଡିଏ ଟିକାକରଣ କେନ୍ଦ୍ରରେ ଟିକାଦାନ ବନ୍ଦ କରାଯାଇଥିବା ସମସ୍ତଙ୍କୁ ଜଣାଅଛି । ତେବେ ବର୍ତ୍ତମାନ ଆଉ ଏକ ଲକ୍ଷ କୋଭିସିଲ୍ଡ ଟିକା ପହଞ୍ଚିବା ପରେ ଟିକାକରଣ ସ୍ବଭାବିକ ହୋଇପାରେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କୁ ଆଉଏକ ବଡ ଝଟକା…

Tue May 4 , 2021
ବାସ୍ତବବ୍ୟୁରୋ:ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଆସନରେ ପରାସ୍ତ ହେବା ପରେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ବଡ଼ ଝଟକା । ତାଙ୍କର ପୂର୍ବ ସହଯୋଗୀଙ୍କ ସହ ଘମାଘୋଟ ସଂଘର୍ଷରେ ହାରିବା ପରେ,ଦ୍ୱିତୀୟ ଥର ଭୋଟ୍ ଗଣନା ପାଇଁ ତାଙ୍କର ଦାବି ପ୍ରତ୍ୟାଖ୍ୟାନ କରାଯାଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତି ଚୂଡାନ୍ତ ଏବଂ ଏହାକୁ କେବଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇପାରିବ। ଏହି ସମୟରେ ନନ୍ଦିଗ୍ରାମରେ ରହୁଥିବା ଅଧିକାରୀଙ୍କୁ […]

You May Like

Pin It on Pinterest