୧-ପୁଲିସ ଡରରେ ନୁହେଁ ନିଜ ସୁରକ୍ଷା ପାଇଁ ହେଲମେଟ୍ ପିନ୍ଧନ୍ତୁ – ଡିସିପି ସାଗରିକା ନାଥ।
୨-ଶେଷରେ ରାଜହଂସ ଦ୍ବୀପରୁ ଉଦ୍ଧାର ହେଲା ମାଲେସିଆ ଜାହାଜ ଜିନ୍ ହ୍ଵା, ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିବାରେ ସଫଳ ହେଲା ସିଙ୍ଗାପୁରର MV-ଚିତା।
୩-ବୈ।ଦ୍ଧ:ଜଣେ ଚାଷୀଙ୍କ ଅଭିନବ ପ୍ରୟାସ ; ତିଆରି କଲେ ବ୍ୟାଟେରି ଚାଳିତ ସାଇକେଲ।
୪-ଅନୁଗୁଳ:ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ୬୦ଲକ୍ଷ ଟଙ୍କା ହଡପ କଲେ HDFCବ୍ୟାଙ୍କ୍ ମ୍ୟାନେଜର ଶକ୍ତି ବେଦାନ୍ତ ଦାସ। ପୋଲିସ ଦ୍ୱାରା ଗିରଫ।
୫-ସମ୍ବଲପୁର: ସୁନା ଝିଅ ତ୍ରିଶା, ଆଫ୍ରିକା ତାଞ୍ଜାନିଆର କିଲିମାଂଜୋରୋ ପର୍ବତ ଆରୋହଣ କରି ଆଣିଲେ ଗୌରବ।
୬-ସାଉଦି ତୈଳ ପ୍ଲାଣ୍ଟରେ ହମଲା, ୟୁଏସ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଇରାନ।
୭-କେନ୍ଦୁଝର:ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର।କେନ୍ଦୁଝର ଜିଲ୍ଲା ଝୁମ୍ପରା ବ୍ଳକ ନହବେଡ଼ା ଗାଁର ଏହି ମହିଳା ଅଟୋ ଚାଳକ କବିତା ପ୍ରଧାନ।
୮-ଦି’ଓଳି ଖାଇବାକୁ ପାଉନାହାନ୍ତି ଅଧା ପାକିସ୍ତାନୀ,୪୦%ଶିଶୁ ଉତ୍କଟ ପୁଷ୍ଟିହୀନତାର ଶିକାର।
୯-ବିଶ୍ୱ ଦରବାରରେ ପୁଣି ଚମକିଲେ ଓଡ଼ିଆ ଝିଅ ସୃଷ୍ଟି ଦାସ ,ହଙ୍ଗକଙ୍ଗ୍ର ଟ୍ୟାଲେଣ୍ଟ ଷ୍ଟାରରେ ସ୍ୱର୍ଣ୍ଣ ପୁରସ୍କାର ଜିତିଲେ।
୧୦-ଗୋଦାବରୀରେ ଓଲଟିଲା ଡଙ୍ଗା: ୧୩ ମୃତ, ୩୫ ନିଖୋଜ, ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ।