୧-ନନ୍ଦନକାନନରେ ହାତୀ ମଡକ,୩ ସପ୍ତାହରେ ମଲେଣି ତିନି ହାତୀ।
୨-ସାଲେପୁର ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଆସାମୀକୁ ମିଳିଲା ଫାଶୀ ଦଣ୍ଡାଦେଶ।
୩-୨୨ଯାଏଁ କାଁ ଭାଁ ବର୍ଷା,୨୩ରୁ ବଢିବ ବର୍ଷା।
୪-ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ଭାଷାକୁ ସ୍ବୀକୃତି:ଇନଟରନେଟ ଗୁଗୁଲ ପ୍ଲାଟଫର୍ମରେ ଓଡ଼ିଆ ଭାଷାରେ ଆପ୍ଲିକେସନ ଉପଲବ୍ଧ।
୫-ନୂଆ ବର୍ଷରେ ଇଲେକ୍ଟ୍ରିକ୍ କାର ଲଞ୍ଚ୍ କରିବ ଟାଟା,ମୋଟର ଓ ବ୍ୟାଟେରୀର ଓ୍ଵାରେଣ୍ଟି ୮ ବର୍ଷ ପର୍ଯ୍ୟନ୍ତ ରହିବ।
୬-ଭୁବନେଶ୍ୱର: ଜାମିନ୍ ଆବେଦନ ଖାରଜ ହେବା ପରେ ଜେଲ୍ ଗଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍(ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା।
୭-ରାଜେଶ କୁମାର ସିଂହ ଭଦୈ।ରିଆ ପରବର୍ତ୍ତୀ ବାୟୁ ସେନା ମୁଖ୍ୟ।
୮-ଝଲସିବ ଭୁବନେଶ୍ଵର ରେଳ ଷ୍ଟେସନ, ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାର ମଧ୍ୟରେ ଚୁକ୍ତି ସ୍ଵାକ୍ଷରିତ।
୯-ଡାଇକିନ ଆଣିଲା ୧୬,୪୦୦ଟଙ୍କାର ସ୍ପିଲଟ୍ ଏସି।