୧-ବୌଦ୍ଧ :KIMS ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର, ମାଗଣା ଔଷଧ ବଣ୍ଟନ କଲେ କିମ୍ସ ଡାକ୍ତର।
୨-ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ୍ ଓଡ଼ିଶା ରିଜିୟନ୍ର ଷଷ୍ଠତମ ଆଞ୍ଚଳିକ ସମ୍ମିଳନୀ, ଡ. ଅଚ୍ୟୁତ ସାମନ୍ତଙ୍କୁ ବେସାନ୍ତ ସେଲଫଲେସ୍ ସର୍ଭିସ୍ ଆୱାର୍ଡ।
୩-ହୁ ହୁ ହୋଇ ବଢ଼ୁଛି ପିଆଜ ଦର : ଆଗକୁ ଆହୁରି ବଢ଼ିବା ସମ୍ଭାବନା।
୪-ଭୁବନେଶ୍ୱର:ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ମାନ ପ୍ରଦାନ।
୫-ଟାଇମ୍ପାସ୍ ବୁକର’ ପୁରସ୍କାର ପାଇଁ ଆଶିଷ ଗଡ଼ନାୟକ ଓ ସ୍ୱାଗତିକା ସ୍ୱାଇଁ ମନୋନୀତ।
୬-ଆମେରିକାରେ ଓଡିଆରେ କହିଲେ ମୋଦି-ସବୁକିଛି ଭଲ ଅଛି।’ହାଓଡି ମୋଦି’ ରେ ଟ୍ରମ୍ପ-ମୋଦି ଏକ ସ୍ଵର।
୭-ଶକ୍ତିକ୍ଷେତ୍ରରେ ଆମେରିକାଓ ଭାରତ ମଧ୍ୟରେ ସହଭାଗିତା ବଢିବ, ଆମେରିକାର ତୈଳ ଓ ଗ୍ୟାସ ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
୮-କଟକ ସମେତ ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ BSNL ନେଟୱର୍କ ପୁନକାର୍ଯ୍ୟକ୍ଷମ ହେଲା : ଇଂ ଶରତ କୁମାର ଦାସ ।
୯-ନୂଆଦିଲ୍ଲୀ:ଆଧାର ଭିତିକ ଡ୍ରାଇଭିଂ ଲାଇସେନ୍ସ ବାଧ୍ୟତା ମୂଳକ।


