ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ

ଚାନ୍ଦବାଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ କାର୍ଯ୍ୟଳୟ ପରିସରରେ ଏକ ୫ ଫୁଟଲମ୍ବର ଗୋଖର ସାପ ଉଦ୍ଧାର,ଉଦ୍ଧାର ପରେ ବନ ବିଭାଗକୁ ହସ୍ତାନ୍ତର l

Photo:bastab media


ଚାନ୍ଦବାଲି ଉପଖଣ୍ଡ ପୋଲିସ କାର୍ଯ୍ୟାଳୟଙ୍କ ପରିସରରେ ଏକ ୫ଫୁଟ ଗୋଖର ସାପକୁ ଉଦ୍ଧାର କରାଯାଇଛି, ଗୋଖର ସାପ ପରିସରରେ ଦେଖିବା ପରେ ପୋଲିସ କର୍ମଚାରୀ ମାନେ ବନ ବିଭାଗର ସାପ ଧରାଳିଙ୍କୁ ଖବର ଦେଇଥିଲେ, ସାପ ଧରାଳି ଦୁଖୀରାମ ବାବା ସାପଟିକୁ ଧରିବା ସହ ସ୍ଥାନୀୟ ଗମେନ ବ୍ରିଜ଼ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଛାଡିଥିଲେ lରିପୋର୍ଟ- ଦେବକାନ୍ତ ମହାନ୍ତି,

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ସମୀକ୍ଷା ବୈଠକ

Fri May 21 , 2021
ବାସ୍ତବବ୍ୟୁରୋ:(ମନୋଜ ମହାନ୍ତି)ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି, ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟା ମୁକାବିଲାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡକାଇ ଥିଲେ | ସ୍ବତନ୍ତ୍ର ରିଲିଫ କମିଶନର, ବିଭିନ୍ନ ବିଭାଗର ସଚିବ, ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଅତତ ବ୍ୟତିରେ ସମ୍ଭାବ୍ୟ ବାତ୍ୟାରେ, ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏହି ବୈଠକରେ ଯ଼ୋଗ ଦେଇଥିଲେ । […]

You May Like

Pin It on Pinterest