ଆଜିର ଖାସ୍ ଖବର

୧-ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ:୪ ଘଣ୍ଟାରୁ କମ୍ ଡ୍ୟୁଟି କଲେ ଛୁଟି।

୨-ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ, ଏହା ପ୍ରଭାବରେ ଆସନ୍ତା ୨୭ ତାରିଖ ଯାଏଁ ସବୁ ଜିଲ୍ଲାରେ ହେବ ବର୍ଷା।

୩-ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କ ପ୍ରସ୍ତାବ:ସବୁ କାମ ପାଇଁ ଗୋଟିଏ କାର୍ଡ, ଏଥିରେ ରହିବ ଆଧାର,DL,Voter ID ଏବଂ ବ୍ୟାଙ୍କ ତଥ୍ୟ।

୪-ଓଡ଼ିଶାରେ ପୁଞ୍ଜି ନିବେଶ କରିବ କୋରିଆ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି ଦକ୍ଷିଣ କୋରିଆର ଶିଳ୍ପ ପ୍ରତିନିଧି ମଣ୍ଡଳୀ।

୫-ରାଜଧାନୀରେ ପୁଣି ଖୋଲିବ ଡ୍ୟାନ୍ସବାର, ହାଇକୋର୍ଟଙ୍କ ରାୟ ଅନୁସାରେ ମିଳିଛି ଅନୁମତି।

୬-ଭୁବନେଶ୍ୱର:ଚାକିରି ର ୭ବର୍ଷ ମଧ୍ୟରେ ମୃତ୍ୟୁ ଘଟିଲେ ପରିବାରଙ୍କୁ ମିଳିବ ୫୦%ବର୍ନ୍ଧିତ ପେନସନ।

୭-ସେନାମୁଖ୍ୟଙ୍କ ବୟାନ:’ମିଶନ POK’ ପାଇଁ ପ୍ଲାନ୍ ପ୍ରସ୍ତୁତ।

୮-ଅକ୍ଟୋବର ୧ରୁ ସବୁ ଗାଡ଼ି ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ବାଧ୍ୟତାମୂଳକ।

୯-ଦୌଡ ରାଣୀ ଦୂତୀ ଚାନ୍ଦ ଦେବେ ରାଜନୀତିରେ ଯୋଗ, ଟ୍ବିଟରେ କଲେ ପ୍ରକାଶ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Wed Sep 25 , 2019
୧-ବ୍ଲକ୍‌ରେ ଖୋଲିବ ଡିଏଲ୍‌ କ୍ୟାମ୍ପ, ମିଳିବ ଲର୍ଣ୍ଣିଂ ଲାଇସେନ୍ସ: ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ୨-ନୁଆ ଦିଲ୍ଲୀ:ଭୂକମ୍ପରେ ପିଓକେ ଛାରଖାର, ୨୩ ମୃତ, 300ରୁ ଉର୍ଦ୍ଧ୍ବ ଆହାତ। ୩-ପୂର୍ତ୍ତ ବିଭାଗରେ -5ଟି : ଜାରି ହେଲା ନୂଆ ବଦଳି ନୀତି ତିନି ବର୍ଷରୁ ଅଧିକ ଗୋଟିଏ ସ୍ଥାନ ଓ ପଦବୀରେ ରହିବେନି ଯନ୍ତ୍ରୀ , ନିଜ ଜିଲ୍ଲା ଓ ସବଡିଭିଜନରେ ମିଳିବନି ପୋଷ୍ଟିଂ ୪-ପିଆଜ ସହ ତାଳ […]

You May Like

Pin It on Pinterest