ଆଜିର ଖାସ୍ ଖବର

୧-ଶ୍ରୀ ମନ୍ଦିର ଚାରିପଟୁ ୫ଟି ସାହିର ୧୫ ଏକର ଜମି ହେବ ଅଧିଗ୍ରହଣ, ପ୍ରକାଶ ପାଇଲା ବିଜ୍ଞପ୍ତି।

୨-“ମୋ ସରକାର” : ରୋଗୀଙ୍କ ସହ କଥା ହେବେ ନବୀନ, କହିଲେ ଲୋକେ ହିଁ ଡାକ୍ତରଖାନାର ମାଲିକ।

୩-‘୩ ମାସ ଯାଏ ପ୍ରଦୂଷଣ ଓ ବୀମା ଯାଞ୍ଚ ହେବ ନାହିଁ’। ଅକ୍ଟୋବର ପହିଲାରୁ ଅନଲାଇନ୍‌ରେ ପଲ୍ୟୁସନ୍‌ ସାର୍ଟିଫିକେଟ୍ ପାଇଁ ଆବେଦନ କରିହେବ।

୪-ବିଜେପୁର ନିର୍ବାଚନ, ଦିଲ୍ଲୀପ ପଣ୍ଡା ହେଲେ କଂଗ୍ରେସ ପ୍ରାର୍ଥୀ।

୫-ଚାକିରି ହରାଇବେ ଦାଗୀ ଓ ଅଳସୁଆ କର୍ମଚାରୀ, ଏଣିକି ପ୍ରତି ୩ ମାସରେ ରିଭ୍ୟୁ କମିଟି ବୈଠକ।

୬-ବଢ଼ିଲା ଓମଫେଡ ଦୁଗ୍ଧ,୨୭ରୁ ହେବ ଲିଟର ପିଛା ୪୪ ଟଙ୍କା।

୭-ନ୍ୟୁୟର୍କ: ସ୍ବଚ୍ଛ ଭାରତ ଅଭିଯାନ ପାଇଁ ମୋଦିଙ୍କୁ ମିଳିଲା ‘ଗ୍ଲୋବାଲ ଗୋଲ କିପର’ ସମ୍ମାନ।

୮-ସୁଶୀଲ ଲୋହାନୀ ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

୯-କେନ୍ଦ୍ର ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ପିଆଜ ଅଛି, ଲୋକଙ୍କୁ 24 ଟଙ୍କାରେ ମିଳିବ:ରାମବିଳାସ ପାସୱାନ।

୧୦-ମୈ।ସୁମୀ ସକ୍ରିୟ, ବର୍ଷାର ପ୍ରଭାବ ଆଉ ୪୮ଘଣ୍ଟା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Fri Sep 27 , 2019
୧-ନୂଆ ସଡ଼କ ଯାନ ଆଇନ ନେଇ ଏସପି ଓ ଆରଟିଓଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ସଚେତନ ଓ ସମ୍ବେଦନଶୀଳ କରାଇବାକୁ ଦେଲେ ନିର୍ଦ୍ଦେଶ। ୨-ବରମୁଣ୍ଡାରେ ହେବ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲ୍‌, ଟେଣ୍ଡରକୁ ମିଳିଲା ରାଜ୍ୟ କ୍ୟାବିନେଟର ଅନୁମୋଦନ। ୩-ଦିନକରେ ଆରଟିଓ ଅଫିସରୁ ବନ୍ଧାହେଲେ ୮ ଓ ମେଡିକାଲରୁ ୩୦ ଦଲାଲ। ୪-ମୁଖ୍ୟମନ୍ତ୍ରୀଙ୍କ 5-T ଆଧାରରେ ଏଣିକି ଚାକିରିରେ ପ୍ରଭାବହୀନ ପ୍ରଦର୍ଶନ କରୁଥିବା କିମ୍ବା ଯେଉଁମାନଙ୍କର କାର୍ଯ୍ୟ ଦକ୍ଷତା […]

You May Like

Pin It on Pinterest